ବଙ୍ଗଳା ଉଇକିପିଡ଼ିଆ

ବଙ୍ଗଳା ଭାଷାର ଉଇକିପିଡ଼ିଆ ସଂସ୍କରଣ

ବଙ୍ଗଳା ଉଇକିପିଡ଼ିଆ ବା ବାଂଲା ଉଇକିପିଡ଼ିଆ (ବଙ୍ଗଳା: বাংলা উইকিপিডিয়া) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ବଙ୍ଗଳା ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍‌ସାଇକ୍ଲୋପିଡ଼ିଆ । ଜାନୁଆରୀ ୨୭, ୨୦୦୪ରେ ଆରମ୍ଭ ହୋଇଥିବା ଏହି ଉଇକିପିଡ଼ିଆ ଅକ୍ଟୋବର ୨୦୦୬ରେ ୧୦,୦୦୦ ପ୍ରସଙ୍ଗ ଅତିକ୍ରମ କରି ଦ୍ୱିତୀୟ ଦକ୍ଷିଣ-ଏସୀୟ ଭାଷୀ ଉଇକିପିଡ଼ିଆ ହୋଇଥିଲା ।[୧] ୨୫ ଡିସେମ୍ବର, ୨୦୨୦ରେ ଏହି ଉଇକିପିଡ଼ିଆରେ ୧ ଲକ୍ଷରୁ ଅଧିକ ପ୍ରସଙ୍ଗ ଅଧିକ ଲେଖାଯାଇଥିଲା ।[୨] ୨୦୧୮ ମସିହାରେ, ବଙ୍ଗାଳୀ ଉଇକିପିଡ଼ିଆକୁ ବିଶ୍ୱସ୍ତରୀରେ ୧ କୋଟି ୯୦ ଲକ୍ଷରୁ ଅଧିକ ଥର ଖୋଲାଯାଇଥିବା ଖୋଲାଯାଇଥିଲା ।[୩][୪] ହାରାହାରି, ଏହି ସାଇଟ୍ ଦିନକୁ ୫ଲକ୍ଷରୁ ଅଧିକ ଥର ଦେଖାଯାଉଥିଲା ।[୪]

Favicon of Wikipedia Bengali Wikipedia
Screenshot
The homepage of the Bengali Wikipedia.
ୟୁ.ଆର.ଏଲbn.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରଇଣ୍ଟରେନେଟରେ ଥିବା ଜ୍ଞାନକୋଷ
ମିଳୁଥିବା ଭାଷାବଙ୍ଗଳା
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ଏବେକାର ସ୍ଥିତିଅନ୍‌ଲାଇନ୍

ଜୁନ୍ ୨୦୨୦ ସୁଦ୍ଧା, ବଙ୍ଗାଳୀ ଉଇକିପିଡ଼ିଆ ହେଉଛି ଏକମାତ୍ର ଅନଲାଇନ୍ ମାଗଣା ଏନସାଇକ୍ଲୋପିଡ଼ିଆ ଯାହାକି ବଙ୍ଗଳା ଭାଷାରେ ଲେଖାଯାଇଛି । ଏହା ମଧ୍ୟ ଇଣ୍ଟରନେଟରେ ସବୁଠାରୁ ବଡ଼ ବଙ୍ଗୀୟ ବିଷୟବସ୍ତୁ ସମ୍ବନ୍ଧୀୟ ସାଇଟ ମଧ୍ୟରୁ ଅନ୍ୟତମ । ବଙ୍ଗାଳୀ ଉଇକିପିଡ଼ିଆର ମୋବାଇଲ୍ ସଂସ୍କରଣ ୨୦୧୦ ମସିହାରେ ଉନ୍ମୋଚନ ହୋଇଥିଲା ।[୫]

ଏହି ଉଇକିପିଡ଼ିଆରେ ବଙ୍ଗାଳୀ ସ୍କ୍ରିପ୍ଟ ଟୁଲ୍ ପାଇଁ ଏକ ଫୋନେଟିକ୍ ଲାଟିନ୍ କି-ବୋର୍ଡ଼ ଅଛି, ଯାହାଦ୍ୱାରା କୌଣସି ସଫ୍ଟୱେର୍ ଡାଉନଲୋଡ୍ ନକରି ଲାଟିନ୍ ବର୍ଣ୍ଣମାଳାର କି-ପ୍ୟାଡ୍ ବ୍ୟବହାର କରି ସିଧାସଳଖ ବଙ୍ଗଳା ଟାଇପ୍ କରାଯାଇପାରିବ । ଏହି ଉଇକିପିଡ଼ିଆ ଗୋଷ୍ଠୀଦ୍ୱାରା ଉଇକିବାର୍ତ୍ତା ନାମକ ଏକ ସମ୍ବାଦ ପ୍ରକାଶ ପାଉଛି ।

ଆଧାର ସମ୍ପାଦନା

  1. Noronha, Frederick (September 30, 2006). "Bengali Wikipedia crosses 10,000 articles". Indo-Asian News Service. Monsters and Critics. Archived from the original on 26 December 2013. Retrieved 25 December 2013.
  2. "A decade of Bangla Wikipedia An open call". The Daily Star (Bangladesh). March 17, 2014. Archived from the original on 23 March 2014. Retrieved 15 April 2014.
  3. বাংলা উইকিপিডিয়ার ১৫ বছর. Jugantor (in Bengali). Retrieved 28 January 2019.
  4. ୪.୦ ୪.୧ ১৯ কোটিবার দেখা হয়েছে বাংলা উইকিপিডিয়া. Tech Shohor (in Bengali). Archived from the original on 29 June 2021. Retrieved 26 January 2019.
  5. এবার মোবাইল ফোনে বাংলা উইকিপিডিয়া. Prothom Alo (in Bengali). Archived from the original on 2019-04-30. Retrieved 26 January 2019.

ଅଧିକ ଆଧାର ସମ୍ପାଦନା