ଫ୍ଲୁଟିକାସୋନ ପ୍ରୋପିଓନେଟ
ଫ୍ଲୁଟିକାସୋନ ପ୍ରୋପିଓନେଟ (ଇଂରାଜୀ ଭାଷାରେ Fluticasone propionate) ବିକ୍ରୟ ନାମ ଫ୍ଲୋଭେଣ୍ଟ/ Flovent ଓ ଫ୍ଲୋନେଜ/ Flonase) ଏକ ପ୍ରକାର ସ୍ଟିରଏଡ (steroid) ଇଞ୍ଜେକସନ ।[୧] ଆଜ୍ମା ଓ ସିଓପିଡି ରୋଗର ଦୀର୍ଘକାଳୀନ ଆଘ୍ରାଣ ଚିକିତ୍ସା ନିମନ୍ତେ ଏହା ଦିଆଯାଏ ।[୧] ହେଫିଭର (hay fever) ଓ ନାଜାଲ ପଲିପ (nasal polyps) ରୋଗର ଚିକିତ୍ସା ନିମନ୍ତେ ନାକରେ ବ୍ୟବହାର କରାଯାଏ ।[୨][୩]
Clinical data | |
---|---|
Trade names | Flovent, Flixotide (inhaled) Flixonase, Flonase (nasal) |
AHFS/Drugs.com | monograph |
data | |
Pregnancy category |
|
Routes of administration | Intranasal, inhaled, topical |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 0.51% (Intranasal) |
Protein binding | 91% |
Metabolism | Intranasal Liver (CYP3A4-mediated) |
Elimination half-life | 10 hours |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.129.097 |
Chemical and physical data | |
Formula | C25H31F3O5S |
Molar mass | 500.57 g/mol |
3D model (JSmol) | |
| |
| |
(verify) |
ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infections), ସାଇନୁସାଇଟିସ, କାଣ୍ଡିଡିଆସିସ (thrush) ଓ କାଶ (cough) ରୋଗ ନିମନ୍ତେ ଏହି ଔଷଧ ଆଘ୍ରାଣ କରାଯାଏ ।[୧] ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ (en:nosebleeding) ଓ ତଣ୍ଟି ଦରଜ ହୋଇପାରେ । [୨] ଏହି ଔଷଧ ପ୍ରଦାହକୁ (inflammation) କମେଇଦିଏ ।[୧]
ସନ ୧୯୮୦ରେ ଫ୍ଲୁଟିକାସୋନ ପ୍ରୋପିଓନେଟ ପେଟେଣ୍ଟ ହେବା ପରେ ସନ ୧୯୯୦ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [୩] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହି ଔଷଧ ବାବଦ ଏକ ସ୍ପ୍ରେ ବାବଦରେ ୦.୩୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [୫] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ସ୍ପ୍ରେ ପିଛା ପ୍ରାୟ ୦.୧୩ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ସନ ୨୦୧୬ରେ ଏହି ଔଷଧ ୨୯ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୬ ତମ ସ୍ଥାନରେ ଥିଲା ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Fluticasone Propionate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 27 February 2019.
- ↑ ୨.୦ ୨.୧ "Fluticasone Propionate eent Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 27 February 2019.
- ↑ ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. pp. 262, 1172. ISBN 9780857113382.
- ↑ Fischer, János; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 487. ISBN 9783527607495.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.