ଫ୍ରେଞ୍ଚ ଫ୍ରାଇଜ (ଉତ୍ତର ଆମେରିକା ଇଂରାଜୀ, କାନାଡ଼ା ଇଂରାଜୀ, ବ୍ରିଟିଶ ଇଂରାଜୀ "ଚିପ୍ସ"[୧] ଫ୍ରାଇଜ,[୨] ଫିଙ୍ଗର ଚିପ୍ସ ([[ଭାରତୀୟ ଇଂରାଜୀ),[୩] କିମ୍ବା ଫ୍ରେଞ୍ଚ ଫ୍ରାଇଜ ଆଳୁ[୪] ସଂଯୁକ୍ତ ରାଜ୍ୟ ଆମେରିକା ଏବଂ କାନାଡ଼ାର ଅଧିକାଂଶରେ ଶବ୍ଦ 'ଫ୍ରାଇଜ ଆଳୁକୁ ସିଝେଇ , ତେଲରେ ଛଣା ହୋଇ ଲମ୍ବା ଆକୃତିର ଖାଦ୍ୟକୁ ଦର୍ଶାଇଥାଏ , କିନ୍ତୁ ୟୁନଇଟେଡ଼ କିଙ୍ଗଡ଼ମ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଅୟର୍ଲ୍ୟାଣ୍ଡ ଗଣରାଜ୍ୟ ଏବଂ ନ୍ୟୁଜଲ୍ୟାଣ୍ଡରେ ଏହି ଲମ୍ବା କଟା ଆଳୁରେ ପ୍ରସ୍ତୁତ ଫ୍ରାଇଜକୁ ଶୁଏଷ୍ଟିଙ୍ଗ ଫ୍ରାଇଜ କିମ୍ବା ସ୍କିନୀ ଫ୍ରାଇଜ ବୋଲି କୁହାଯାଏ ।[୫] ଫ୍ରାନ୍ସରେ ଫ୍ରେଞ୍ଚ ଫ୍ରାଇଜକୁ ଫ୍ରାଇଟ୍ସ କିମ୍ବା ପୋମଜ ଫ୍ରାଇଟ୍ସ କୁହାଯାଏ, ଏହା ଏକ ଏପରି ନାମ ଅଟେ ଯାହାର ପ୍ରୟୋଗ ଅନେକ ଫ୍ରାନ୍ସ ଦେଶରେ ମଧ୍ୟ ବ୍ୟବହାର କରାଯାଏ ।ଅନ୍ୟ ସ୍ଥାନରେ ଏହି ନାମର ଅର୍ଥ ଫ୍ରାଇଡ଼ ପୋଟାଟୋଜ କିମ୍ବା ଫ୍ରେଞ୍ଚ ପୋଟାଟୋଜ ହୋଇଥାଏ ।

ଫ୍ରେଞ୍ଚ ଫ୍ରାଇଜ
ପରସା ଯାଇଥିବା ଫ୍ରେଞ୍ଚ ଫ୍ରାଇଜ
ଅନ୍ୟ ନାମଆଳୁ ଚିପ୍ସ, ଫିଙ୍ଗର ଚିପ୍ସ
ପରଷାସ୍ନାକ
ମୂଳ ସ୍ଥାନବେଲ୍ଜିଅମ, ଫ୍ରାନ୍ସ
ଆରମ୍ଭDisputed
ପରଷିବା ଉତ୍ତାପଗରମ ଏବଂ ସାଧାରଣତଃ ନମକିନ
ମୁଖ୍ୟ ଉପାଦାନ
  • ଆଳୁ
  • ରନ୍ଧା ତେଲ
ପ୍ରକାର ଭେଦChili cheese fries, poutine, sweet potato fries, curly fries, shoestring fries, or steak fries
ଅନ୍ୟ ତଥ୍ୟOften served with a side of ketchup, mayonnaise, vinegar, barbecue sauce, or other sauce

ଶବ୍ଦର ବ୍ୟୁତ୍ପତ୍ତି ସମ୍ପାଦନା

1802 ମସିହାରେ ହ୍ୱାଇଟ ହାଉସରେ ଆୟୋଜିତ ଏକ ରାତ୍ରି ଭୋଜନରେ "ଥମସ ଜେଫରସନ" ପୋଟାଟୋଜ ସର୍ଡ ଇନ ଫ୍ରେଞ୍ଚ ମ୍ୟାନରକୁ ଅତିଥିମାନଙ୍କ ସମ୍ମୁଖରେ ପରସିଥିଲେ । [୬][୭]

ବିଂଶ ଶତାବ୍ଦୀ ଅନ୍ତରାର୍ଦ୍ଧରେ ଫ୍ରେଞ୍ଚ ଫ୍ରାଇଜ ଶବ୍ଦବଳୀର ପ୍ରୟୋଗ ଡ଼ିପ ଫ୍ରାଇଜ ପାଇଁ କରାଗଲା, ଏହାର ପ୍ରୟୋଗ ଆଲୁର ଅତିରିକ୍ତ ପିଆଜ କିମ୍ବା ଚିକେନ ପାଇଁ କରାଯାଏ ।[୮][୯]

ଏହି କଥାର ସମ୍ଭାବନା ବହୁତ କମ ରହିଛି କି, ଫ୍ରେଞ୍ଚ ଫ୍ରାଇଜ ଫ୍ରେଞ୍ଚିଙ୍ଗ ଆଡକୁ ସେହି ପ୍ରକାର ସଙ୍କେତ କରିଥାଏ ଯେପରି ଜୁଲିୟାନିଙ୍ଗ ଏବଂ ଫ୍ରେଞ୍ଚ ଫ୍ରାଇଜ ପୋଟାଟୋଜର ପୂର୍ବ ପର୍ଯ୍ୟନ୍ତ ଏହି କଥାର କୌଣସି ପ୍ରାମାଣିକତା ନଥିଲା ।[୧୦]

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "chip: definition of chip in Oxford dictionary (British English)". Oxforddictionaries.com. 12 September 2013. Archived from the original on 8 March 2016. Retrieved 16 September 2013.
  2. "The American Heritage Dictionary, Fourth Edition, 2000". Bartleby.com. Archived from the original on 5 December 2008. Retrieved 7 May 2009.
  3. Indian English, "finger chip". Cambridge Dictionary Online.
  4. "french fry – Definition". Food & Culture Encyclopedia. Retrieved 5 December 2009.
  5. Halliburton, Rachel; Muir, Jenni (2008). "London's best chips". Time Out London. p. 2. Archived from the original on 2008-05-19. Retrieved 2008-05-14.
  6. Suman Bandrapalli (May 2, 2000). "Where do French fries come from?". Christian Science Monitor. Retrieved 2009-07-05. Thomas Jefferson sampled them in Paris and brought the recipe home. At a White House dinner in 1802, the menu included "potatoes served in the French manner." But that's not how they got their name.
  7. Fishwick, Marshall W (1998) [Summer 1998]. fee required "The Savant as Gourmet". The Journal of Popular Culture. Oxford: Blackwell Publishing. 32 (part 1): 51–58. doi:10.1111/j.0022-3840.1998.3201_51.x. {{cite journal}}: Check |url= value (help)[permanent dead link]
  8. Mackenzie, Catherine (7 ଏପ୍ରିଲ1935). "Food the City Likes Best". ଦି ନ୍ୟୁଅର୍କ ଟାଇମ୍ସ Magazine: SM18. Retrieved 2007-04-15. … the chef at the Rainbow Room launches into a description of his special steak, its French-fried onion rings, its button mushrooms {{cite journal}}: Check date values in: |date= (help)
  9. Rorer, Sarah Tyson (c1902). "Page 211". Mrs. Rorer's New Cook Book. Philadelphia: Arnold & Company. p. 211. Retrieved 2007-04-12. French Fried Chicken {{cite book}}: Check date values in: |year= (help); External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  10. ଅକ୍ସଫୋର୍ଡ ଇଂରାଜୀ ଶବ୍ଦକୋଷ, ଜୁନ 2010