ଫୋସ୍କାର୍ନେଟ
ଫୋସ୍କାର୍ନେଟ (ଇଂରାଜୀ ଭାଷାରେ Foscarnet), ଫୋସ୍କାର୍ ତାହାର ବିକ୍ରୟ ନାମ, ହେଉଛି ଏକ ଭୂତାଣୁରୋଧି ଔଷଧ ଯାହା ସାଇଟୋମେଗାଲୋଭାଇରସ୍ (CMV), ହର୍ପିସ ସିମ୍ପଲେକ୍ସ ଭୂତାଣୁ (HSV) ଏବଂ ଭାରିସେଲା ଜୋଷ୍ଟର ଭୂତାଣୁ (VZV) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ମୁଖ୍ୟତଃ ଏଚ୍.ଆଇ.ଭି/ଏଡସ୍ କାରଣରୁ ଇମ୍ୟୁନୋକମ୍ପ୍ରମାଇଜଡ ହୋଇଥିବା ଲୋକାଙ୍କର ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
Clinical data | |
---|---|
Trade names | Foscavir |
Synonyms | Foscarnet sodium, phosphonomethanoic acid, dihydroxyphosphinecarboxylic acid oxide |
AHFS/Drugs.com | monograph |
MedlinePlus | a601144 |
data | |
Pregnancy category | |
Routes of administration | Intravenous |
Legal status | |
Legal status | |
Pharmacokinetic data | |
Bioavailability | NA |
Protein binding | 14–17% |
Elimination half-life | 3.3–6.8 hours |
Identifiers | |
| |
Chemical and physical data | |
Formula | CH3O5P |
Molar mass | ୧୨୬�00 g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ବାନ୍ତି, କମ୍ ଲାଲ ରକ୍ତ କଣିକା, ବୃକ୍କ ସମସ୍ୟା, ବାତ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା, ଦୀର୍ଘସ୍ଥାୟୀ କ୍ୟୁଟି (QT), ଏବଂ ଆନାଫାଇଲକ୍ସିସ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଭୂତାଣୁ ଡିଏନ୍ଏ ପଲିମେରେଜ୍ ଇନିବିବିଟର ଭାବରେ ପାଇରୋଫସଫେଟ୍ ପରି କାର୍ଯ୍ୟ କରେ ।[୨]
୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫସ୍କାର୍ନେଟ ଅନୁମୋଦିତ ହୋଇଥିଲା ।[୪] [୨] ଯୁକ୍ତରାଜ୍ୟରେ ୬ ଗ୍ରାମ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୦ ପାଉଣ୍ଡ ଥିଲା । [୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୮୦୦ ଡଲାର ଥିଲା ।[୫]
ଆଧାର
ସମ୍ପାଦନା- ↑ "Foscavir- foscarnet sodium injection, solution". DailyMed. 23 April 2020. Archived from the original on 26 March 2021. Retrieved 6 November 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Foscarnet Monograph for Professionals". Drugs.com (in ଇଂରାଜୀ). Archived from the original on 15 November 2021. Retrieved 13 December 2021.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 678. ISBN 978-0857114105.
- ↑ Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2021-04-29.
- ↑ "Foscarnet Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 13 December 2021.