ଫେଣ୍ଡିମେଟ୍ରାଜାଇନ

ଫେଣ୍ଡିମେଟ୍ରାଜାଇନ, ବଣ୍ଟ୍ରିଲ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମେଦବହୁଳତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହି ଔଷଧ କେବଳ କିଛି ସପ୍ତାହ ପାଇଁ ବ୍ୟବ‌ହାର କରିବାକୁ ସୁପାରିଶ କରାଯାଏ ।[୧] ଖାଦ୍ୟ ନିୟନ୍ତ୍ରଣ ଏବଂ ବ୍ୟାୟାମ ସହିତ ଔଷଧର ଏକତ୍ର ବ୍ୟବହୃତ ହୁଏ ।[୧] [୨] ଏହା ପାଟିରେ ଦିଆଯାଏ ।[୧]

ଫେଣ୍ଡିମେଟ୍ରାଜାଇନ
Clinical data
Trade namesBontril, Adipost, Anorex-SR, others
AHFS/Drugs.commonograph
Pregnancy
category
  • C (US)
Routes of
administration
By mouth
Legal status
Legal status
Pharmacokinetic data
BioavailabilityPeak plasma levels occur within 1 to 3 hours. Absorption is usually complete by 4 to 6 hours
MetabolismLiver
Elimination half-life19-24 hours
ExcretionUrinary elimination
Identifiers
  • 3,4-dimethyl-2-phenylmorpholine
ECHA InfoCard100.010.186 Edit this at Wikidata
Chemical and physical data
FormulaC12H17NO
Molar mass୧୯୧.୨୭ g·mol−1
3D model (JSmol)
  • O2C(c1ccccc1)C(N(C)CC2)C
  • InChI=1S/C12H17NO/c1-10-12(14-9-8-13(10)2)11-6-4-3-5-7-11/h3-7,10,12H,8-9H2,1-2H3 checkY
  • Key:MFOCDFTXLCYLKU-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଛାତି ଧଡ଼ ଧଡ଼ ହେବା, ଦ୍ରୁତ ହୃଦସ୍ପନ୍ଦନ, ଉଚ୍ଚ ରକ୍ତଚାପ, ଉତ୍ତେଜନା, ଶୋଇବାରେ ଅସୁବିଧା, ମୁଣ୍ଡବିନ୍ଧା, ସାଇକୋସିସ ଏବଂ ତରଳ ଝାଡ଼ା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ପାଟିକା ହୃଦ୍‌ରୋଗ ଏବଂ ଫୁସଫୁସ ଉଚ୍ଚ ରକ୍ତଚାପ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ଆମ୍ଫେଟାମାଇନ୍ ଯାହା ଖାଦ୍ୟରୁଚି କମେଇ ଦେଇ କାର୍ଯ୍ୟକ୍ଷମ ହୁଏ ।[୧]

୧୯୭୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଫେଣ୍ଡିମେଟ୍ରାଜାଇନ୍ ଅନୁମୋଦିତ ହୋଇଥିଲା ।[୧] ୧୯୯୯ରେ ୟୁରୋପରେ ଅପସାରଣ ଅନୁମୋଦନ ପାଇଁ ଭୋଟ୍ ଦିଆଗଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ୩୫ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦ ଡଲାର ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହା ଏକ ସୂଚୀ ତୃତୀୟ ନିୟନ୍ତ୍ରିତ ପଦାର୍ଥ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Phendimetrazine Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 27 October 2021.
  2. ୨.୦ ୨.୧ ୨.୨ "Phendimetrazine Prices, Coupons & Savings Tips - GoodRx". GoodRx. Archived from the original on 6 February 2017. Retrieved 27 October 2021.
  3. "Phendimetrazine Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 27 October 2021.
  4. "https://www.ema.europa.eu/en/documents/press-release/extraordinary-meeting-finalise-review-anorectic-agents_en.pdf" (PDF). Archived (PDF) from the original on 28 October 2021. Retrieved 27 October 2021. {{cite web}}: External link in |title= (help)
  5. "PART 1308 - Section 1308.13 Schedule III". www.deadiversion.usdoj.gov. Archived from the original on 18 October 2021. Retrieved 27 October 2021.