[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Phulera
city
ଦେଶ India
ରାଜ୍ୟRajasthan
ଜିଲ୍ଲାJaipur
Elevation
387 m (1,270 ft)
Population
 (2001)
 • Total୨୧,୬୩୯
ଭାଷା
 • ସରକାରୀHindi
Time zoneUTC+5:30 (IST)

ଫୁଲେରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଜଇପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଫୁଲେରା ୨୬.୮୭୪୦ ଉତ୍ତର ଅକ୍ଷାଂଶ ଓ ୭୫.୨୪୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୩୬ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫୁଲେରା ସହରର ମୋଟ ଜନସଂଖ୍ୟା ୨୧୬୩୯ ଅଟେ ।[୨] ସେଥି ମଧ୍ୟରୁ ୫୨.୧୩% ଜଣ ପରୁଷ ହୋଇଥିବା ବେଳେ ୪୭.୮୭% ଜଣ ନାରୀ ଅଟନ୍ତି । ଫୁଲେରାର ସାକ୍ଷରତା ହାର ୭୨.୮୮% ଅଟେ । ଏହା ଜାତୀୟ ହାରଠାରୁ ୮.୦୪% ପ୍ରତିଶତ କମ ଅଟେ । ସେଥିରୁ ୪୩.୧୩% ପ୍ରତିଶତ ପୁରୁଷ ଓ ୨୯.୭୫% ନାରୀ ଅଟନ୍ତି । ୧୩.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ଫୁଲେରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା