ଫାଇଲିନ ବଙ୍ଗୋପସାଗରରେ ସୃଷ୍ଟ ଏକ ମହାବାତ୍ୟା ଯାହା ୨୦୧୩ ମସିହା ଅକ୍ଟୋବର ୧୧ ତାରିଖ ରାତି ୯ଟା ବେଳେ ଓଡ଼ିଶାର ଗୋପାଳପୁର ପାଖରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଏହାର ତୀବ୍ରତା ଓ ଶକ୍ତି ଅନୁସାରେ ଏହା ୧୯୯୯ ଓଡ଼ିଶା ମହାବାତ୍ୟା ସଙ୍ଗେ ତୁଳନୀୟ ଅଟେ। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ହାରାହାରି ୨୦୦ କି.ମି. ଥିଲା।

ଫାଇଲିନ
ଅତି ଭୟଙ୍କର ଘୁର୍ଣ୍ଣିବାତ୍ୟା (IMD ସ୍କେଲ)
Category 5 (Saffir–Simpson scale)
Phailin near peak intensity on October 11
ସୃଷ୍ଟି୦୪ ଅକ୍ଟୋବର ୨୦୧୩
ଦୂରେଇଗଲାବର୍ତ୍ତମାନ ସକ୍ରିୟ
ଉଚ୍ଚ ପବନ୩-ମିନିଟ ଯାଏ ରହିବା: 215 km/h (130 mph)
୧-ମିନିଟ ଯାଏ ରହିବା: 260 km/h (160 mph)
ଲଘୁ ଚାପ940 mbar (hPa); 27.76 inHg
ପ୍ରଭାବିତ ଅଞ୍ଚଳଥାଇଲାଣ୍ଡ, ମିଆମାର, [ଆଣ୍ଡାମନ ଓ ନିକୋବାର]], ଓଡ଼ିଶା, ଆନ୍ଧ୍ର ପ୍ରଦେଶ
Part of the 2013 Pacific typhoon and
the North Indian Ocean cyclone seasons

ଆଧାର ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା