ଫଲଭେଷ୍ଟ୍ରାଣ୍ଟ

ଏହା ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଫଲଭେଷ୍ଟ୍ରାଣ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଫାସଲୋଡେକ୍ସ, ଏକ ଔଷଧ ଯାହା ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ହରମୋନ୍ ରିସେପ୍ଟର (HR) ସକରାତ୍ମକ କ୍ଷେତ୍ରରେ ବ୍ୟବହୃତ ହୁଏ ।[୩] [୪] ଏହା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୨]

ଫଲଭେଷ୍ଟ୍ରାଣ୍ଟ
Clinical data
Pronunciation/fʊlˈvɛstrənt/
fuul-VES-trənt
Trade namesFaslodex, others
SynonymsICI-182780; ZD-182780; ZD-9238; 7α-[9-[(4,4,5,5,5-Pentafluoropentyl)-sulfinyl]nonyl]estra-1,3,5(10)-triene-3,17β-diol
AHFS/Drugs.commonograph
data
Pregnancy
category
  • AU: D
  • D
Routes of
administration
Intramuscular injection
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
BioavailabilityLow[୧]
Protein binding99%[୧]
MetabolismHydroxylation, conjugation (glucuronidation, sulfation)[୧]
Elimination half-lifeIM: 40–50 days[୧]
Identifiers
  • (7R,8R,9S,13S,14S,17S)-13-methyl-7-[9-(4,4,5,5,5-pentafluoropentylsulfinyl)nonyl]-6,7,8,9,11,12,14,15,16,17-decahydrocyclopenta[a]phenanthrene-3,17-diol
ECHA InfoCard100.170.955 Edit this at Wikidata
Chemical and physical data
FormulaC32H47F5O3S
Molar mass୬୦୬.୭୮ g·mol−1
3D model (JSmol)
  • FC(F)(F)C(F)(F)CCCS(=O)CCCCCCCCCC3Cc1c(ccc(O)c1)[C@H]2CC[C@]4([C@H]([C@@H]23)CC[C@@H]4O)C
  • InChI=1S/C32H47F5O3S/c1-30-17-15-26-25-12-11-24(38)21-23(25)20-22(29(26)27(30)13-14-28(30)39)10-7-5-3-2-4-6-8-18-41(40)19-9-16-31(33,34)32(35,36)37/h11-12,21-22,26-29,38-39H,2-10,13-20H2,1H3/t22-,26-,27+,28+,29-,30+,41?/m1/s1
  • Key:VWUXBMIQPBEWFH-WCCTWKNTSA-N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ମୁଣ୍ଡବିନ୍ଧା, ଯନ୍ତ୍ରଣା, ଗରମ ଫ୍ଲସ, କାଶ, ଫୁଲା, ରାସ ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଥ୍ରୋମ୍ବୋସାଇଟିପେନିଆ, ସଂକ୍ରମଣ ଏବଂ ଯକୃତ ସମସ୍ୟା ହୋଇପାରେ ।[୪] ଏହା ଗର୍ଭଧାରଣ କିମ୍ବା ସ୍ତନ୍ୟପାନର ସସମୟରେ ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୪] ଏହା ଏକ ସିଲେକ୍ଟିଭ୍ ଇଷ୍ଟ୍ରୋଜେନ୍ ରିସେପ୍ଟର ଡିଗ୍ରେଡର୍ (SERD) ଯାହା ଇଷ୍ଟ୍ରୋଜେନ୍ ରିସେପ୍ଟର ସହିତ ବାନ୍ଧନ ଯୁକ୍ତ ହୋଇ ସେମାନଙ୍କର ବିନାଶ କରାଏ ।[୫]

୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫଲଭେଷ୍ଟ୍ରାଣ୍ଟ ଅନୁମୋଦିତ ହୋଇଥିଲା ।[୨] [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୬] ଯୁକ୍ତରାଜ୍ୟରେ ୨୦୨୧ରେ ଡୋଜ ପିଛା ୫୨୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୬]ଯୁକ୍ତରାଷ୍ଟ୍ରରେ ଏହି ରାଶିପରିମାଣର ମୁଲ୍ୟ ପ୍ରାୟ ୧୦୦ ଡଲାର ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Dörwald FZ (4 February 2013). Lead Optimization for Medicinal Chemists: Pharmacokinetic Properties of Functional Groups and Organic Compounds. John Wiley & Sons. pp. 486–. ISBN 978-3-527-64565-7. Archived from the original on 10 October 2021. Retrieved 19 September 2021.
  2. ୨.୦ ୨.୧ ୨.୨ ୨.୩ "Fulvestrant". The American Society of Health-System Pharmacists. Archived from the original on 2 February 2017. Retrieved 8 January 2021.
  3. "DailyMed - FULVESTRANT injection, solution". dailymed.nlm.nih.gov. Archived from the original on 12 December 2021. Retrieved 12 December 2021.
  4. ୪.୦ ୪.୧ ୪.୨ ୪.୩ "Faslodex". Archived from the original on 19 October 2021. Retrieved 12 December 2021.
  5. Lai AC, Crews CM (February 2017). "Induced protein degradation: an emerging drug discovery paradigm". Nature Reviews. Drug Discovery. 16 (2): 101–114. doi:10.1038/nrd.2016.211. PMC 5684876. PMID 27885283.
  6. ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 996. ISBN 978-0857114105.
  7. "Faslodex Prices and Faslodex Coupons - GoodRx". GoodRx. Retrieved 12 December 2021.