ପ୍ରୋପାଇହେକ୍ସେଡ୍ରାଇନ

ପ୍ରୋପାଇହେକ୍ସେଡ୍ରାଇନ, ବେପାର ନାମ ବେଞ୍ଜେଡ୍ରେକ୍ସ , ଏକ ଔଷଧ ଯାହା ବନ୍ଦ ନାକ ପାଇଁ ବ୍ୟବହୃତ ହୁଏ ।[୧] ଏହା ନାକରେ ପକାଯାଏ ।[୧] ଏହାର ପ୍ରଭାବ ୫ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧] ତିନି ଦିନରୁ ଅଧିକ ସମୟ ପାଇଁ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୨]

ପ୍ରୋପାଇହେକ୍ସେଡ୍ରାଇନ
Clinical data
Trade namesBenzedrex, Obesin, others
SynonymsHexahydro-desoxyephedrine; Hexahydro-methamphetamine; Hydromethamphetamine; Dimethylcyclo-hexaneethanamine; Cycohexyliso-propylmethylamine; Propylhexedrinum
AHFS/Drugs.commonograph
Pregnancy
category
  • C
Routes of
administration
Medical: Intranasal, by mouth
Recreational: By mouth, by injection
Legal status
Legal status
  • AU: S4 (Prescription only)
  • CA: Unscheduled
  • US: OTC (nasal inhaler only)
Pharmacokinetic data
Onset of actionWithin 5 min[୧]
Elimination half-life4 ± 1.5 hours
Duration of actionUp to 2 hrs[୧]
Identifiers
  • (±)-1-cyclohexyl-N-methylpropan-2-amine
ECHA InfoCard100.002.673 Edit this at Wikidata
Chemical and physical data
FormulaC10H21N
Molar mass୧୫୫.୨୯ g·mol−1
3D model (JSmol)
  • N(C(CC1CCCCC1)C)C
  • InChI=1S/C10H21N/c1-9(11-2)8-10-6-4-3-5-7-10/h9-11H,3-8H2,1-2H3 checkY
  • Key:JCRIVQIOJSSCQD-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱଳନ ଏବଂ ନାକରୁ ତରଳ ପଦାର୍ଥ ବୋହିଯାଏ ।[୧] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ ଏବଂ ସାଇକୋସିସ୍ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୧] ଏହା ଆମ୍ଫେଟାମିନ ପରି ଛୋଟ ଧମନୀକୁ ସଙ୍କୁଚିତ କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୪୯ ମସିହାରେ ପ୍ରୋପାଇହେକ୍ସେଡ୍ରାଇନ ବ୍ୟବସାୟିକ ବ୍ୟବହାରରେ ଆସିଥିଲା ।[୩] ଏହା କାଉଣ୍ଟର ଉପରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ବିତରଣ ଉପକରଣର ମୂଲ୍ୟ ପ୍ରାୟ ୧୩ ଡଲାର ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହା ଏକ ନିୟନ୍ତ୍ରିତ ପଦାର୍ଥ ନୁହେଁ ।[୧] ଏହା ଓଜନ ହ୍ରାସ ପାଇଁ ମଧ୍ୟ ବ୍ୟବହୃତ ହୋଇଛି ଏବଂ ନିଶାଗ୍ରସ୍ତ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କଦ୍ୱାରା ଅପବ୍ୟବହାର କରାଯାଇଛି ।ଆ[୫] [୬] [୭]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Propylhexedrine Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 29 October 2021.
  2. "DailyMed - BENZEDREX 09-19-2014- propylhexedrine inhalant". dailymed.nlm.nih.gov. Archived from the original on 26 March 2021. Retrieved 29 October 2021.
  3. MD, Steven B. Karch; Drummer, Olaf (11 November 2015). Karch's Pathology of Drug Abuse (in ଇଂରାଜୀ). CRC Press. p. 1734. ISBN 978-1-4987-6650-0. Archived from the original on 30 October 2021. Retrieved 29 October 2021.
  4. "Benzedrex Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 29 October 2021.
  5. Dart, Richard C. (2004). Medical Toxicology (in ଇଂରାଜୀ). Lippincott Williams & Wilkins. p. 1073. ISBN 978-0-7817-2845-4. Archived from the original on 30 October 2021. Retrieved 29 October 2021.
  6. Docherty JR (June 2008). "Pharmacology of stimulants prohibited by the World Anti-Doping Agency (WADA)". British Journal of Pharmacology. 154 (3): 606–22. doi:10.1038/bjp.2008.124. PMC 2439527. PMID 18500382.
  7. Ries, Richard K.; Miller, Shannon C.; Fiellin, David A. (2009). Principles of Addiction Medicine (in ଇଂରାଜୀ). Lippincott Williams & Wilkins. p. 138. ISBN 978-0-7817-7477-2. Archived from the original on 30 October 2021. Retrieved 29 October 2021.