ପୋର୍ଟାଲ ଆଲୋଚନା:ବିଜ୍ଞାନ

ବିଜ୍ଞାନ ପୋର୍ଟାଲରେ ବଛା ଛବି ଓ ବଛା ଲେଖା ବାବଦରେ ସମ୍ପାଦନା

ବିଜ୍ଞାନ ପୋର୍ଟାଲରେ "ବଛା ଛବି", "ବଛା ଜୀବନୀ" ଓ "ବଛା ଚିତ୍ର" ବିଭାଗ ପାଇଁ ୨୦ ଟି ଲେଖାଏଁ ଲେଖା, ଜୀବନୀ, ଓ ଚିତ୍ର ଆବଶ୍ୟକ । କେଉଁ ପ୍ରସଙ୍ଗ ଓ ଚିତ୍ର ଦିଆଯିବ ସେହି ସମ୍ପର୍କରେ ନିଜ ମତାମତ ଦିଅନ୍ତୁ । ଚିତ୍ର ଗୁଡ଼ିକ କମନ୍ସରୁ ବାଛିଲେ ବି ଚଳିବ । ଏହା କିପରି କାମ କରେ ଦେଖିବା ପାଇଁ ବୈଷୟିକ ବିଜ୍ଞାନ ପୋର୍ଟାଲ କୁ ବାରମ୍ବାର ପର୍ଜ କରି ଦେଖିପାରିବେ । --ଶିତିକଣ୍ଠ (ଆଲୋଚନା) ୧୫:୧୩, ୨ ଜାନୁଆରୀ ୨୦୧୪ (UTC)

ବଛା ଲେଖା : ସମ୍ପାଦନା

ବଛା ଛବି : ସମ୍ପାଦନା

ବଛା ଜୀବନୀ : ସମ୍ପାଦନା

  • ମୋ ପାଖରେ ବିଶେଷ କିଛି ବିକଳ୍ପ ନଥିବାରୁ ବର୍ତ୍ତମାନ ପାଇଁ ବୈଷୟିକ ବିଜ୍ଞାନ ପୋର୍ଟାଲରୁ ଲେଖା ଓ ଛବି ଆଣି କପି କରିଦେଇଛି । ପରେ ଯଦି କେହି ଆଗ୍ରହୀ ବ୍ୟକ୍ତି ସେଗୁଡିକୁ ବଦଳେଇବାକୁ ଚାହିଁବେ ତେବେ ସେହି ଫର୍ମାଟରେ ନୂଆ ଚିତ୍ର ଓ ଲେଖା ଯୋଡି ଦେବେ କିମ୍ବା ଏଠାରେ ଜଣେଇପାରିବେ ।--ଶିତିକଣ୍ଠ (ଆଲୋଚନା) ୧୯:୨୭, ୪ ଅପ୍ରେଲ ୨୦୧୪ (UTC)
Return to "ବିଜ୍ଞାନ" page.