[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Pehowa
Prithudak
city
ଦେଶ India
ରାଜ୍ୟHaryana
ଜିଲ୍ଲାKurukshetra
Government
 • Typedemocratic
Elevation
224 m (735 ft)
Population
 (2011)[୧]
 • Total୩୮,୮୫୩
Time zoneUTC+5:30 (IST)

ପେହୋୱା ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର କୁରୁକ୍ଶେତ୍ର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ପେହୋୱା ୨୯.୯୭୯୦ ଉତ୍ତର ଅକ୍ଷାଂଶ ଓ ୭୬.୫୮୨୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେହୋୱା ସହରର ମୋଟ ଜନସଂଖ୍ୟା ୩୩୫୪୭ ଅଟେ ।[୩] ସେଥି ମଧ୍ୟରୁ ୫୩.୩୮% ଜଣ ପରୁଷ ହୋଇଥିବା ବେଳେ ୪୬.୬୨% ଜଣ ନାରୀ ଅଟନ୍ତି । ପେହୋୱାର ସାକ୍ଷରତା ହାର ୬୯.୧୭% ଅଟେ । ଏହା ଜାତୀୟ ହାରଠାରୁ ୪.୩୩% ପ୍ରତିଶତ କମ ଅଟେ । ସେଥିରୁ ୩୯.୩୦% ପ୍ରତିଶତ ପୁରୁଷ ଓ ୨୯.୮୭% ନାରୀ ଅଟନ୍ତି । ୧୨.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ପେହୋୱାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା