[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Peravurani
city
Country India
StateTamil Nadu
DistrictThanjavur
Government
 • TypeTown municipality
 • BodyDMDK
 • Member of legislative assemblyActor C.Arun Pandian
Elevation
16 m (52 ft)
Population
 (2011)[୧]
 • Total୨୨,୦୮୪
Time zoneUTC+5:30 (IST)
Telephone code04373
ଯାନବାହାନ ପଞ୍ଚୀକରଣTN 49


ପେରାବୁରାନି ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର ଥଞ୍ଜବୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ପେରାବୁରାନି ୧୦.୨୮୫୫ ଉତ୍ତର ଅକ୍ଷାଂଶ ଓ ୭୯.୧୯୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୬ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେରାବୁରାନି ସହରର ମୋଟ ଜନସଂଖ୍ୟା ୨୧୦୨୫ ଅଟେ ।[୩] ସେଥି ମଧ୍ୟରୁ ୪୯.୧୧% ଜଣ ପରୁଷ ହୋଇଥିବା ବେଳେ ୫୦.୮୯% ଜଣ ନାରୀ ଅଟନ୍ତି । ପେରାବୁରାନିର ସାକ୍ଷରତା ହାର ୭୦.୪୭% ଅଟେ । ଏହା ଜାତୀୟ ହାରଠାରୁ -୫.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୬୨% ପ୍ରତିଶତ ପୁରୁଷ ଓ ୩୧.୮୬% ନାରୀ ଅଟନ୍ତି । ୧୧.୪୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ତାମିଲ ପେରାବୁରାନିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା