ପେରାବୁରାନି
ପେରାବୁରାନି ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ଥଞ୍ଜବୁର୍ ଜିଲ୍ଲାରେ ଅବସ୍ଥିତ ।
Peravurani | |
---|---|
city | |
Country | India |
State | Tamil Nadu |
District | Thanjavur |
Government | |
• Type | Town municipality |
• Body | DMDK |
• Member of legislative assembly | Actor C.Arun Pandian |
Elevation | 16 m (52 ft) |
Population (2011)[୧] | |
• Total | ୨୨,୦୮୪ |
Time zone | UTC+5:30 (IST) |
Telephone code | 04373 |
ଯାନବାହାନ ପଞ୍ଚୀକରଣ | TN 49 |
ଭୌଗଳିକ ଅବସ୍ଥିତି
ସମ୍ପାଦନାପେରାବୁରାନି ୧୦.୨୮୫୫ ଉତ୍ତର ଅକ୍ଷାଂଶ ଓ ୭୯.୧୯୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୬ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେରାବୁରାନି ସହରର ମୋଟ ଜନସଂଖ୍ୟା ୨୧୦୨୫ ଅଟେ ।[୩] ସେଥି ମଧ୍ୟରୁ ୪୯.୧୧% ଜଣ ପରୁଷ ହୋଇଥିବା ବେଳେ ୫୦.୮୯% ଜଣ ନାରୀ ଅଟନ୍ତି । ପେରାବୁରାନିର ସାକ୍ଷରତା ହାର ୭୦.୪୭% ଅଟେ । ଏହା ଜାତୀୟ ହାରଠାରୁ -୫.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୬୨% ପ୍ରତିଶତ ପୁରୁଷ ଓ ୩୧.୮୬% ନାରୀ ଅଟନ୍ତି । ୧୧.୪୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାତାମିଲ ପେରାବୁରାନିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.