ପେନସାଇକ୍ଲୋଭିର
ପେନସାଇକ୍ଲୋଭିର (ଇଂରାଜୀ ଭାଷାରେ Penciclovir), ଅନ୍ୟମାନଙ୍କ ମଧ୍ୟରେ ଡେନାଭିର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଓଠର ହର୍ପିସ ସଂକ୍ରମଣର (ଥଣ୍ଡା ଘା) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ୮ରୁ ୭ ଦିନ ପର୍ଯ୍ୟନ୍ତ ଆରୋଗ୍ୟ ସମୟ ହ୍ରାସ କରେ ।[୩] ଏହା ସଂକ୍ରମିତ ସ୍ଥାନରେ ପ୍ରୟୋଗ କରାଯାଏ ।[୨]
Clinical data | |
---|---|
Pronunciation | /ˌpɛnˈsaɪkloʊˌvɪər/[୧] |
Trade names | Denavir, others |
AHFS/Drugs.com | monograph |
MedlinePlus | a697027 |
Pregnancy category | |
Routes of administration | Topical |
Legal status | |
Legal status | |
Pharmacokinetic data | |
Bioavailability | 1.5% (oral), negligible (topical) |
Protein binding | <20% |
Metabolism | Viral thymidine kinase |
Elimination half-life | 2.2–2.3 hours |
Excretion | Renal |
Identifiers | |
| |
ECHA InfoCard | 100.189.687 |
Chemical and physical data | |
Formula | C10H15N5O3 |
Molar mass | ୨୫୩.୨୬ g·mol−1 |
3D model (JSmol) | |
Melting point | 275 to 277 °C (527 to 531 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ପ୍ରୟୋଗ ସ୍ଥଳରେ ଉତ୍ତେଜନା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ସୁରକ୍ଷିତ ଥିବା ପରି ଜଣାଯାଏ ।[୪] ଏହା ଏକ ନ୍ୟୁକ୍ଲିଓସାଇଡ ଆନାଲଗ ଓ ଆସାଇକ୍ଲୋଭିର ସଦୃଶ ଅଟେ ।[୨] ଫ୍ୟାମିସାଇକ୍ଲୋଭିର ହେଉଛି ପେନସାକ୍ଲୋଭିରର ଏକ ପୂର୍ବବର୍ତ୍ତୀ (precursor) ଔଷଧ | [୫]
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେନସାଇକ୍ଲୋଭିର ଅନୁମୋଦିତ ହୋଇଥିଲା ।[୬] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହା ସୁଦ୍ଧା ୫ ଗ୍ରାମର ଟ୍ୟୁବ୍ କ୍ରିମର ମୂଲ୍ୟ ୮୦୦ ଡଲାର ଥିଲା ।[୭] ଅନ୍ୟାନ୍ୟ ସମାନ ଉପଯୋଗୀ ଔଷଧ ଅପେକ୍ଷା ଏହା ମହଙ୍ଗା ଅଟେ ।[୩]
ଆଧାର
ସମ୍ପାଦନା- ↑ "Penciclovir". Merriam-Webster Dictionary.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Penciclovir Monograph for Professionals". Drugs.com (in ଇଂରାଜୀ). Archived from the original on 17 April 2021. Retrieved 27 October 2021.
- ↑ ୩.୦ ୩.୧ "Penciclovir" (PDF). Archived (PDF) from the original on 15 April 2021. Retrieved 27 October 2021.
- ↑ "Penciclovir topical (Denavir) Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 27 October 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 672. ISBN 978-0857114105.
- ↑ Long SS, Pickering LK, Prober CG (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2021-03-22.
- ↑ "Penciclovir Prices, Coupons & Savings Tips - GoodRx". GoodRx. Archived from the original on 27 October 2021. Retrieved 27 October 2021.