ପେଣ୍ଡରେନ
ପେଣ୍ଡରେନ[୧] ଓଡ଼ିଶାର ଗୋଟିଏ ଗ୍ରାମ, ଯାହାକି ନୂଆପଡ଼ା ଜିଲ୍ଲାର ସିନପାଲି ବ୍ଲକରେ ଅବସ୍ଥିତ ।[୨]
ପେଣ୍ଡରେନ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ନୂଆପଡ଼ା |
ପଂଚାୟତ ସମିତି | ସିନପାଲି |
ପଞ୍ଚାୟତ | ସିଙ୍ଗଝର |
Population (୨୦୧୧) | |
• Total | ୭୨୩ |
ଡାକ କୋଡ଼ (ପିନ) | 766108 |
ବିବରଣୀ
ସମ୍ପାଦନାଏହି ଗ୍ରାମଟି ସିନାପାଲି ବ୍ଲକଠାରୁ ୭ କି. ମି. ଦୂର ଦକ୍ଷିଣ ଦିଗରେ ଅଛି । ରାଜସ୍ୱ ଗ୍ରାମ ଭାବରେ ଏହି ଗାଁର ନାଁ ପେଣ୍ଡରାବନ ଅଟେ ଏବଂ ସ୍ଥାନୀୟ ଭାଷାରେ ପେରେନ ବୋଲି ଲୋକମାନେ ଜଣାଶୁଣା ଅଟେ ।
ଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା ଅନୁସାରେ, ଏହି ଗାଁର ସମୁଦାୟ ଜନସଂଖ୍ୟା ୭୨୩, ଯେଉଁଥିରୁ ୨୬୩ ଜଣ ପୁରୁଷ ଏବଂ ୩୬୦ ଜଣ ମହିଳା ଅଟନ୍ତି । ଏହି ଗ୍ରାମରେ ୦ରୁ ୬ ବର୍ଷ ବୟସର ପିଲାମାନଙ୍କର ସଂଖ୍ୟା ୯୭, ଯାହାକି ସମୁଦାୟ ଜନସଂଖ୍ୟାର ୧୩% ଅଟେ । ୦ରୁ ୬ ବର୍ଷ ବୟସ ମଧ୍ୟରେ ୪୯ ବାଳକ ଏବଂ ୪୮ ବାଳିକା । ଏହି ଜନଗଣନା ଅନୁଯାୟୀ, ସାକ୍ଷରତା ହାର ୫୧% ଅଟେ, ଯେଉଁଥିରୁ ପୁରୁଷ ସାକ୍ଷରତା ହାର ୭୧.୦୨% ଏବଂ ମହିଳା ସାକ୍ଷରତା ହାର ୩୦.୭୭% ଅଟେ ।[୩]
ଜାତି
ସମ୍ପାଦନାଅନୁସୂଚିତ ଜାତି (ଏସସି) ୯.୫% ଥିବାବେଳେ ଅନୁସୂଚିତ ଜନଜାତି (ଏସଟି) ୩୯.୩% ଅଟେ। ତେଲି, ଗଣ୍, ଗୋଉଡ, ମାଲି, ଡମ୍ବ, ଓ ଭୁଲିଆ ଜାତି ଏହି ଗ୍ରାମରେ ବସବାସ କରନ୍ତି ।
ଆଧାର
ସମ୍ପାଦନା- ↑ https://nuapada.nic.in/tahasil-sinapali-village-list/
- ↑ "Pendraban Village in Sinapali (Nuapada) Odisha | villageinfo.in". villageinfo.in. Retrieved 2022-10-31.
- ↑ "Pendraban Village Population, Caste - Sinapali Nuapada, Odisha - Census India". www.censusindia.co.in (in ଆମେରିକୀୟ ଇଂରାଜୀ). Retrieved 2022-10-31.