ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ
ଓଡ଼ିଆ ରାଜନୀତିଜ୍ଞ
ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ (୧୫ ଅଗଷ୍ଟ ୧୯୪୦ - ୧୩ ଫେବୃଆରୀ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ନିର୍ବାଚନ ମଣ୍ଡଳୀ | କୋଡ଼ିଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଅଗଷ୍ଟ ୧୯୪୦ |
ମୃତ୍ୟୁ | ୧୩ ଫେବୃଆରୀ ୨୦୦୦ | (ବୟସ ୫୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ସୁକୁମତି ମ୍ରିଗାନ |
ବାପା/ବୋଉ | ରତି ମ୍ରିଗାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ୧୯୪୦ ମସିହାର ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରତି ମ୍ରିଗାନ ଓ ପତ୍ନୀଙ୍କ ନାମ ସୁକୁମତି ମ୍ରିଗାନ ।[୧]
ରାଜନୈତିକ ଜୀବନ
ସମ୍ପାଦନାପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ୨୦୦୦ ମସିହାର ଫେବୃଆରୀ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Purna Chandra Mrigan". odishaassembly.nic.in. Odisha Assembly. Retrieved 8 October 2022.