ପୂଜା ଗୁପ୍ତା (୧୯୮୭ ଜନ୍ମ)
ପୂଜା ଗୁପ୍ତା (ଜନ୍ମ: ୩୦ ଜାନୁଆରୀ ୧୯୮୭) ଜଣେ ଭାରତୀୟ ଅଭିନେତ୍ରୀ ତଥା ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ୨୦୦୭ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆ ଜିତିଥିଲେ ଏବଂ ମିସ୍ ୟୁନିଭର୍ସ ୨୦୦୭ରେ ଭାରତର ପ୍ରତିନିଧିତ୍ୱ କରିଥିଲେ, ଯେଉଁଠାରେ ସେ ଶ୍ରେଷ୍ଠ ୧୦ ଫାଇନାଲିଷ୍ଟରେ ସ୍ଥାନ ପାଇଥିଲେ ।
ପୂଜା ଗୁପ୍ତା | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୦୭–ଏବେଯାଏଁ |
Title | ଫେମିନା ମିସ୍ ଇଣ୍ଡିଆ ୨୦୦୭ |
ବୈବାହିକ-ସାଥୀ |
ବରୁଣ ତାଲୁକଦାର (m. ୨୦୧୯) |
Beauty pageant titleholder | |
Major competition(s) | ଫେମିନା ମିସ୍ ଇଣ୍ଡିଆ ୨୦୦୭ (ବିଜୟୀନି) ମିସ୍ ଇଉନିଭର୍ସ ୨୦୦୭ (ଶ୍ରେଷ୍ଠ ୧୦) |
ବ୍ୟକ୍ତିଗତ ଜୀବନ
ସମ୍ପାଦନାପୂଜା ୧୯୮୭ ମସିହାର ଜାନୁଆରୀ ୩୦ ତାରିଖରେ ନୂଆ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ । ପୂଜା ନିବେଶ ବ୍ୟାଙ୍କର ବରୁଣ ତାଲୁକଦାରଙ୍କୁ ବିବାହ କରିଛନ୍ତି ।[୧]
ପେଷା
ସମ୍ପାଦନାମଡେଲିଂ
ସମ୍ପାଦନା୨୦୦୭ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆ ଜିତିବା ପରେ ମଡେଲ୍ ଭାବରେ ତାଙ୍କୁ ସଫଳତା ମିଳିଥିଲା ।[୨][୩][୪] ସେହି ବର୍ଷ ମେକ୍ସିକୋରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ୨୦୦୭ରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ । ଏହା ପରେ ସେ ଅନେକ କମ୍ପାନୀ ଓ ବିଜ୍ଞାପନରେ କାମ କରିଥିଲେ ।
ଅଭିନୟ ଜୀବନ
ସମ୍ପାଦନା୨୦୧୧ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଫାଲ୍ତୁ (ଏଫ୍.ଏ.ଏଲ୍.ଟି.ୟୁ.)[୫] ୨୦୧୩ ମସିହାରେ ସେ ଗୋ ଗୋଆ ଗନ୍ ଓ ସର୍ଟକଟ୍ ରୋମିଓରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୧ | ଫାଲ୍ତୁ | ପୂଜା | ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୩ | ଗୋ ଗୋଆ ଗନ୍ | ଲୁନା | [୬] |
ସର୍ଟକଟ୍ ରୋମିଓ | ଶେରୀ/ରାତିକା | [୭] | |
୨୦୧୫ | ହେଟ୍ ଷ୍ଟୋରୀ ୩ | ଅତିଥି କଳାକାର[୮][୯] | |
୨୦୨୦ | ଡେଞ୍ଜରସ୍ | ୱେବ୍ ସିରିଜ୍ | |
୨୦୨୩ | ଗୋ ଗୋଆ ଗନ୍ ୨ | ଲୁନା |
ଆଧାର
ସମ୍ପାଦନା- ↑ "SEE PICS: Has Go Goa Gone actor Puja Gupta found love in Varun Talukdar?". 17 December 2016.
- ↑ Sharma, Purnima (31 May 2007). "I feel like a winner: Puja Gupta". The Times of India. Retrieved 27 March 2011.
- ↑ "You have to be diplomatic to survive in Bollywood: Puja Gupta". The Times of India. 15 June 2013. Retrieved 19 February 2014.
- ↑ "Puja Gupta does a hat trick with her bikini act". The Times of India. Archived from the original on 13 June 2013. Retrieved 19 February 2014.
- ↑ "Jackky, Puja are just good friends?". The Times of India. 28 February 2011. Retrieved 27 March 2011.
- ↑ News18 (7 January 2012). "Puja Gupta to act with Saif Ali in 'Go Goa Gone'" (in ଇଂରାଜୀ). Archived from the original on 8 August 2022. Retrieved 8 August 2022.
{{cite news}}
: CS1 maint: numeric names: authors list (link) - ↑ "Puja Gupta: Have no limitations as an actor". 19 May 2013. Archived from the original on 8 August 2022. Retrieved 8 August 2022.
- ↑ Karan Singh Grover, Puja Gupta on sets of 'Hate Story 3' – Entertainment. Mid-day.com. Retrieved 1 October 2016.
- ↑ 'Hate Story 3' wrapped up with a racy number – Times of India. The Times of India. (14 October 2015). Retrieved 1 October 2016.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପୂଜା ଗୁପ୍ତା
- ବଲିଉଡ ହଙ୍ଗାମାରେ ପୂଜା ଗୁପ୍ତା