ପୂଜା ଗୁପ୍ତା

ଭାରତୀୟ ଅଭିନେତ୍ରୀ

ପୂଜା ଗୁପ୍ତା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ସେ ଦିଲ୍ଲୀରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ଆମେରିକାରୁ ପାଠ ପଢ଼ା ସାରି ଫେରିବା ପରେ ସେ ମୁମ୍ବାଇରେ ମଞ୍ଚ ନାଟକରେ କାମ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା କିଶେନ ଭର୍ସେସ୍ କାହାନିଆଁ, ଯେଉଁଥିରେ ସେ ପରେଶ ରାୱଲଙ୍କ ସହିତ କାମ କରିଥିଲେ । ସେ ଡିଅର୍ ଫାଦର୍ ନାଟକରେ ମଧ୍ୟ କାମ କରିଛନ୍ତି । ଓଏମ୍‌ଜି, ଭିକି ଡୋନର୍, ବ୍ଲଡ୍ ମନି, ମିକି ଭାଇରସ୍ ଭଳି ହିନ୍ଦୀ କଥାଚିତ୍ରରେ ସେ କାମ କରିଛନ୍ତି ।[୧][୨]

ପୂଜା ଗୁପ୍ତା
ଉଇଲ୍‌ସନ୍ କଲେଜରେ ମିକି ଭାଇରସ୍‌ର ପ୍ରଚାର ବେଳେ ପୂଜା
ଜନ୍ମ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ

ଚଳଚ୍ଚିତ୍ର ଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ଚିଟକାବେରି- ଦ ସେଡ୍‌ସ୍ ଅଫ୍ ଗ୍ରେ ଅଞ୍ଜଳି ପଟେଲ
୨୦୧୨ ବ୍ଲଡ୍ ମନି ନନ୍ଦିନୀ
ଭିକି ଡୋନର୍ [୩] ଶ୍ୱେତା
ଓଏମ୍‌ଜି ହନିଫ୍‌ଙ୍କ ଝିଅ
୨୦୧୩ ମିନି ଭାଇରସ୍ ଚଟନି
ଅସ୍ସି ଦେଶୀ ଆନୀ
ଏକ୍ ସରକାରୀ ଜୁତା ଶାଜିଆ
୨୦୧୪ ବଦଲାପୁର ବେଜ୍ ମଞ୍ଜରୀ
ସମ୍ରାଟ୍ ଆଣ୍ଡ୍ କୋ ଶାନ୍ତି
ଲ୍ୟାଣ୍ଡ ଅଫ୍ ଲିଓପାର୍ଡ଼[୪]
ଆଇ ପ୍ରମିଜ୍ ୟୁ ରିଭା ଗୋସ୍ୱାମୀ |
୨୦୧୫ ରାଇଫଲଗଞ୍ଜ ନୈନା
୨୦୧୮ ରାବ୍ବି ଆଫିୟା
୨୦୨୦ ରିଭା ରିଭା

ଆଧାର ସମ୍ପାଦନା

  1. "Mickey Virus a dream come true for Manish Paul".
  2. "Puja Gupta: In Mickey Virus, I play one of the guys". Indo-Asian News Service. NDTV Movies. 24 October 2013. Archived from the original on 14 December 2013. Retrieved 23 December 2013.
  3. "Puja Gupta set for Hollywood debut". Hindustan Times (in ଇଂରାଜୀ). 2013-09-17. Retrieved 2021-04-25.
  4. Singh, Prashant (17 September 2013). "Puja Gupta set for Hollywood debut". Hindustan Times. Archived from the original on 18 September 2013. Retrieved 23 December 2013.

ବାହାର ଲିଙ୍କ୍ ସମ୍ପାଦନା