ପୁର୍ୱା
ପୁର୍ୱା ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ଉତ୍ତର ପ୍ରଦେଶର ଉନ୍ନଓ ଜିଲ୍ଲାରେ ଅବସ୍ଥିତ ।
Purwa | |
---|---|
city | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Unnao |
Elevation | 129 m (423 ft) |
Population (2001) | |
• Total | ୨୧,୧୯୫ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ଭୌଗଳିକ ଅବସ୍ଥିତି
ସମ୍ପାଦନାପୁର୍ୱା ୨୬.୪୫୮୧ ଉତ୍ତର ଅକ୍ଷାଂଶ ଓ ୮୦.୭୭୪୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୁର୍ୱା ସହରର ମୋଟ ଜନସଂଖ୍ୟା ୨୧୧୯୫ ଅଟେ ।[୨] ସେଥି ମଧ୍ୟରୁ ୫୦.୯୭% ଜଣ ପରୁଷ ହୋଇଥିବା ବେଳେ ୪୯.୦୩% ଜଣ ନାରୀ ଅଟନ୍ତି । ପୁର୍ୱାର ସାକ୍ଷରତା ହାର ୫୪.୦୮% ଅଟେ । ଏହା ଜାତୀୟ ହାରଠାରୁ ୧୦.୭୬% ପ୍ରତିଶତ କମ ଅଟେ । ସେଥିରୁ ୩୧.୭୯% ପ୍ରତିଶତ ପୁରୁଷ ଓ ୨୨.୩୦% ନାରୀ ଅଟନ୍ତି । ୧୪.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ପୁର୍ୱାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.