ପୁର୍ନା
ପୁର୍ନା ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ପର୍ଭନି ଜିଲ୍ଲାରେ ଅବସ୍ଥିତ ।
Purna
पुर्णा پورنہ | |
---|---|
city | |
ଦେଶ | India |
ରାଜ୍ୟ | Maharashtra |
ଜିଲ୍ଲା | Parbhani |
Government | |
• Body | Municipal Council |
Elevation | 384 m (1,260 ft) |
Population (2011) | |
• Total | ୩୬,୪୩୩[୧] |
Demonym | Purnakar |
ଭାଷା | |
• ସରକାରୀ | Marathi |
• Other | Urdu [୨] |
Time zone | UTC+5:30 (IST) |
PIN | 431511[୩] |
ଯାନବାହାନ ପଞ୍ଚୀକରଣ | MH-22 |
ଭୌଗଳିକ ଅବସ୍ଥିତି
ସମ୍ପାଦନାପୁର୍ନା ୧୯.୧୭୯୮ ଉତ୍ତର ଅକ୍ଷାଂଶ ଓ ୭୭.୦୨୬୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୨୩ ଫୁଟ ଉଚ୍ଚତାରେ ରହିଛି ।[୪]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୁର୍ନା ସହରର ମୋଟ ଜନସଂଖ୍ୟା ୩୩୨୩୧ ଅଟେ ।[୫] ସେଥି ମଧ୍ୟରୁ ୫୧.୩୮% ଜଣ ପରୁଷ ହୋଇଥିବା ବେଳେ ୪୮.୬୨% ଜଣ ନାରୀ ଅଟନ୍ତି । ପୁର୍ନାର ସାକ୍ଷରତା ହାର ୬୮.୪୯% ଅଟେ । ଏହା ଜାତୀୟ ହାରଠାରୁ ୩.୬୫% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୩% ପ୍ରତିଶତ ପୁରୁଷ ଓ ୨୮.୬୬% ନାରୀ ଅଟନ୍ତି । ୧୪.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]
ଭାଷା
ସମ୍ପାଦନାମରାଠୀ ପୁର୍ନାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Parbhani district census" (PDF). parbhani.nic.in. Retrieved 22 May 2015.
- ↑ "National Commission for Linguistic Minority". 50th/report/nclm. Retrieved 20 Sep 2015.
- ↑ "Purna City". One Five Nine. Retrieved 22 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୫.୦ ୫.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.