ପୁରାତନ କଳା
ପ୍ରାଚୀନ ବିଶ୍ୱର କଳା ନାନା ପ୍ରକାରର କଳାକୁ ବୁଝାଇଥାଏ ଯାହା ବିଭିନ୍ନ ଚଳଣି, ପୁରାତନ ସମାଜ, ଯଥା- ଚୀନ, ଭାରତ, ମେସୋପଟାମିଆଁ, ମିଶର, ଗ୍ରୀସ, ରୋମ ଆଦିର ସମାଜ ବ୍ୟବସ୍ଥାକୁ ବୁଝାଇଥାଏ ।
ଭାରତୀୟ ଚିତ୍ରକଳା
ସମ୍ପାଦନାପୁରାତନ ଭାରତୀୟ ଚିତ୍ରକଳା ସବୁ ଥିଲା ପ୍ରାଗୈତିହାସିକ କାଳର ପଥର ଉପରେ ଅଙ୍କା କଳା, ଯାହା ଭିମ୍ବେତ୍କା ସମେତ ନାନାଦି ପେଟ୍ରୋଗ୍ଲିଫଥିବା ଜାଗରୁ ମିଳିଛି, ତାହା ଭିତରୁ କେତେକ ୫୫୦୦ ଖ୍ରୀ.ପୂ.ରୁ ପୁରୁଣା । ଏହିପରି କଳାସବୁ ଶହଶହ ଦଶନ୍ଧି ଧରି ଚାଲିଥିଲା, ୭ମ ଶତାବ୍ଦୀରେ ତିଆରି ମହାରାଷ୍ଟ୍ରର ଅଜନ୍ତା, ୧୨ଶ ଶତାବ୍ଦୀରେ ତିଆରି ଓଡ଼ିଶାର କୋଣାର୍କର କଳା ସବୁ ଏହି ପଥରରେ ଖୋଦାହୋଇଥିବା କଳାକୃତିର ଉଦାହରଣ । ପୁରାତନ ଭାରତରେ ହଜାର ହଜାର ବର୍ଷ ତଳେ ଅନେକ ବୌଦ୍ଧ ସ୍ତୂପ ଓ ଏହି ପଥର ଖୋଦା କଳାକୃତି ମିଳିଥାଏ ।
ଗ୍ୟାଲେରି
ସମ୍ପାଦନା-
ଏକ ମୁଦିପରି ଦିଶୁଥିବା କେଶକଳା ଥିବା ନାରୀର ବର୍ଣ୍ଣନା, ରୟାଲ ମିଉଜିଅମ ଅଫ ସ୍କଟଲ୍ୟାଣ୍ଡ ।
-
ଆଗାମେମନନର ମୁଖା
-
ନୋକ କଳା
ଆଧାର
ସମ୍ପାଦନା- Bailey, Douglass. (2005). Prehistoric Figurines: Representation and Corporeality in the Neolithic. Routledge Publishers. ISBN 0-415-33152-8