ପିହାନି ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ହର୍ଦୋଇ ଜିଲ୍ଲାରେ ଅବସ୍ଥିତ ।

Pihani
city
ଦେଶ India
ରାଜ୍ୟUttar Pradesh
ଜିଲ୍ଲାHardoi
Elevation
141 m (463 ft)
Population
 (2001)
 • Total୨୭,୫୩୫
ଭାଷା
 • ସରକାରୀHindi
Time zoneUTC+5:30 (IST)

ଭୌଗଳିକ ଅବସ୍ଥିତି

ସମ୍ପାଦନା

ପିହାନି ୨୭.୬୨୩୩ ଉତ୍ତର ଅକ୍ଷାଂଶ ଓ ୮୦.୧୯୯୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପିହାନି ସହରର ମୋଟ ଜନସଂଖ୍ୟା ୨୭୫୩୫ ଅଟେ ।[] ସେଥି ମଧ୍ୟରୁ ୫୨.୨୨% ଜଣ ପରୁଷ ହୋଇଥିବା ବେଳେ ୪୭.୭୮% ଜଣ ନାରୀ ଅଟନ୍ତି । ପିହାନିର ସାକ୍ଷରତା ହାର ୪୫.୭୭% ଅଟେ । ଏହା ଜାତୀୟ ହାରଠାରୁ ୧୯.୦୭% ପ୍ରତିଶତ କମ ଅଟେ । ସେଥିରୁ ୨୭.୫୦% ପ୍ରତିଶତ ପୁରୁଷ ଓ ୧୮.୨୭% ନାରୀ ଅଟନ୍ତି । ୧୮.୭୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ପିହାନିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା