[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Pilibhit
पीलीभीत
پیلی بھیت ਪੀਲੀਭੀਤ
District HQ
Country India
StateUttar Pradesh
RegionRohilkhand
DivisionBareilly
DistrictPilibhit
Ward52 wards
SettledLate 15th century
Founded byHafiz Rahmat Khan
Government
 • BodyPilibhit Nagar Palika Parisad
 • ChairmanPrabhat Jaiswal
 • MPManeka Sanjay Gandhi
 • MLARiyaz Ahmad
Area
 • ସମୁଦାୟ47 km2 (18 sq mi)
Elevation
172 m (564 ft)
Population
 (2011)[୧]
 • Total୧,୨୭,୯୮୮
 • Density559/km2 (1,450/sq mi)
Time zoneUTC+5:30 (IST)
PIN
262001
Telephone code05882
ISO 3166 codeIN-UP-PB
ଯାନବାହାନ ପଞ୍ଚୀକରଣUP-26
Coastline0 kilometres (0 mi)
Sex ratio889 /
Literacy63.58%
Civic agencyPilibhit Nagar Palika Parisad
Distance from Delhi274 kilometres (170 mi) NW (land)
Distance from Lucknow270 kilometres (170 mi) SE (land)
Governing bodyGovernment of UP
Government of India
ClimateHS-TH (Köppen)
Precipitation780 millimetres (31 in)
Avg. annual temperature25.5 °C (77.9 °F)
Avg. summer temperature36.8 °C (98.2 °F)
Avg. winter temperature14.5 °C (58.1 °F)
Websitewww.pilibhit.nic.in
The word 'Pilibhit' means "A Wall of Yellow Mud"


ପିଲିଭିତ ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ଉତ୍ତର ପ୍ରଦେଶର ପିଲି‌‌ଭିତ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ପିଲିଭିତ ୨୮.୬୩୧୦ ଉତ୍ତର ଅକ୍ଷାଂଶ ଓ ୭୯.୮୦୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପିଲିଭିତ ସହରର ମୋଟ ଜନସଂଖ୍ୟା ୯୮୮୧ ଅଟେ ।[୩] ସେଥି ମଧ୍ୟରୁ ୫୪.୨୯% ଜଣ ପରୁଷ ହୋଇଥିବା ବେଳେ ୪୫.୭୧% ଜଣ ନାରୀ ଅଟନ୍ତି । ପିଲିଭିତର ସାକ୍ଷରତା ହାର ୪୦.୬୦% ଅଟେ । ଏହା ଜାତୀୟ ହାରଠାରୁ ୨୪.୨୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୮.୪୦% ପ୍ରତିଶତ ପୁରୁଷ ଓ ୧୨.୨୧% ନାରୀ ଅଟନ୍ତି । ୨୦.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ପିଲିଭିତର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା