ପିର୍ଟୋବ୍ରୁଟିନିବ

ଏହା ମାଣ୍ଟଲ ଜୀବକୋଷ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ପିର୍ଟୋବ୍ରୁଟିନିବ (ଇଂରାଜୀ ଭାଷାରେ Pirtobrutinib), ଜୟପିର୍କା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମଣ୍ଟଲ ଜୀବକୋଷ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [1] ଅନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[1] ଏହା ପାଟିରେ ଦିଆଯାଏ ।[1]

ପିର୍ଟୋବ୍ରୁଟିନିବ
Clinical data
Trade namesJaypirca
SynonymsLOXO-305
AHFS/Drugs.commonograph
MedlinePlusa623012
data
Routes of
administration
By mouth
Drug classProtein kinase inhibitor
ATC code
Legal status
Legal status
Identifiers
  • 5-amino-3-[4-[[(5-fluoro-2-methoxybenzoyl)amino]methyl]phenyl]-1-[(2S)-1,1,1-trifluoropropan-2-yl]pyrazole-4-carboxamide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
PDB ligand
Chemical and physical data
FormulaC22H21F4N5O3
Molar mass୪୭୯.୪୪ g·mol−1
3D model (JSmol)
  • COC1=C(C=C(F)C=C1)C(=O)NCC1=CC=C(C=C1)C1=NN([C@@H](C)C(F)(F)F)C(N)=C1C(N)=O
  • InChI=1S/C22H21F4N5O3/c1-11(22(24,25)26)31-19(27)17(20(28)32)18(30-31)13-5-3-12(4-6-13)10-29-21(33)15-9-14(23)7-8-16(15)34-2/h3-9,11H,10,27H2,1-2H3,(H2,28,32)(H,29,33)/t11-/m0/s1
  • Key:FWZAWAUZXYCBKZ-NSHDSACASA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଅସ୍ଥି-ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ଫୁଲା, ଅଣନିଶ୍ୱାସ, ନିମୋନିଆ ଏବଂ ଘାଆ ଅନ୍ତର୍ଭୁକ୍ତ । [] ଲାବୋରେଟୋରୀ ଅସ୍ୱାଭାବିକତା ମଧ୍ୟରେ କମ୍ ରକ୍ତ ନିଉଟ୍ରୋଫିଲ୍, କମ୍ ରକ୍ତ ଲିମ୍ଫୋସାଇଟ୍ କିମ୍ବା କମ୍ ରକ୍ତ ପ୍ଲାଟେଲେଟ ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଟ୍ରିଆଲ୍ ଫିବ୍ରିଲେସନ ଏବଂ ଅନ୍ୟାନ୍ୟ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ବ୍ରୋଟୋନସ ଟାଇରୋସିନ କାଇନେଜକୁ (BTK) ଅବରୋଧ କରି ଲିମ୍ଫୋସାଇଟ୍ ପ୍ରତିରୋଧ କାର୍ଯ୍ୟ କରେ | []

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପିର୍ଟୋବ୍ରୁଟିନିବ ଅନୁମୋଦିତ ହୋଇଛି । [1] ୟୁରୋପରେ ୨୦୧୩ ରେ ସର୍ତ୍ତମୂଳକ ଅନୁମୋଦନ ପାଇଁ ସୁପାରିଶ କରାଯାଇଛି ।[3] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୨୨,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[4]

  1. "Jaypirca EPAR". European Medicines Agency (EMA). 20 November 2023. Archived from the original on 22 November 2023. Retrieved 22 November 2023.
  2. "Jaypirca Product information". Union Register of medicinal products. 31 October 2023. Archived from the original on 22 November 2023. Retrieved 22 November 2023.
  3. ୩.୦ ୩.୧ ୩.୨ ୩.୩ "Jaypirca- pirtobrutinib tablet, coated". DailyMed. 27 January 2023. Archived from the original on 11 February 2023. Retrieved 11 February 2023.
  4. Aslan B, Kismali G, Iles LR, Manyam GC, Ayres ML, Chen LS, Gagea M, Bertilaccio MT, Wierda WG, Gandhi V (May 2022). "Pirtobrutinib inhibits wild-type and mutant Bruton's tyrosine kinase-mediated signaling in chronic lymphocytic leukemia". Blood Cancer Journal. 12 (5): 80. doi:10.1038/s41408-022-00675-9. ISSN 2044-5385. PMC 9123190. PMID 35595730. {{cite journal}}: Unknown parameter |displayauthors= ignored (|display-authors= suggested) (help)