ପାର୍ଭାନି
ପାର୍ଭାନି ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ପର୍ଭନି ଜିଲ୍ଲାରେ ଅବସ୍ଥିତ ।
Parbhani
परभणी پربھنی Prabhavati Nagar | |
---|---|
City and District Headquarters | |
ଦେଶ | India |
ରାଜ୍ୟ | Maharashtra |
ଜିଲ୍ଲା | Parbhani |
Government | |
• Type | Mayor-Corporation |
• Body | Parbhani Municipal Corporation |
• Mayor | Smt. Sangeeta Rajendra Wadkar,[୧] (Nationalist Congress Party) |
• Municipal Commissioner | Shri Rahul Ashok Rekhawar[୨] (I.A.S.) |
• Member of Legislative Assembly | Dr. Shri Rahul Vedprakash Patil,[୩] (Shiv Sena) |
• Member of Parliament | Shri Sanjay Haribhau Jadhav Alias Bandu,[୪] (Shiv Sena) |
Elevation | 347 m (1,138 ft) |
Population (2011) | |
• Total | ୩,୦୭,୦୦୦ |
Demonym | Parbhanikar |
ଭାଷା | |
• ସରକାରୀ | Marathi |
• Other | Urdu [୫] |
Time zone | UTC+5:30 (IST) |
PIN | 431401 |
ଯାନବାହାନ ପଞ୍ଚୀକରଣ | MH 22 |
Website | www |
ଭୌଗଳିକ ଅବସ୍ଥିତି
ସମ୍ପାଦନାପାର୍ଭାନି ୧୯.୨୬୮୬ ଉତ୍ତର ଅକ୍ଷାଂଶ ଓ ୭୬.୭୭୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୬]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାର୍ଭାନି ସହରର ମୋଟ ଜନସଂଖ୍ୟା ୪୦୪୧୨ ଅଟେ ।[୭] ସେଥି ମଧ୍ୟରୁ ୫୧.୩୦% ଜଣ ପରୁଷ ହୋଇଥିବା ବେଳେ ୪୮.୭୦% ଜଣ ନାରୀ ଅଟନ୍ତି । ପାର୍ଭାନିର ସାକ୍ଷରତା ହାର ୬୦.୨୭% ଅଟେ । ଏହା ଜାତୀୟ ହାରଠାରୁ ୪.୫୭% ପ୍ରତିଶତ କମ ଅଟେ । ସେଥିରୁ ୩୫.୦୨% ପ୍ରତିଶତ ପୁରୁଷ ଓ ୨୫.୨୫% ନାରୀ ଅଟନ୍ତି । ୧୬.୩୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୭]
ଭାଷା
ସମ୍ପାଦନାମରାଠୀ ପାର୍ଭାନିର ସରକାରୀ ଭାଷା ଅଟେ ।
ପାଣିପାଗ
ସମ୍ପାଦନାParbhani | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ପାର୍ଭାନିରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୧ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୯୯୬.୪ mm/inches ହୋଇଥାଏ ।
Climate data for Parbhani, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 30.0 (86) |
33.2 (91.8) |
37.1 (98.8) |
40.4 (104.7) |
41.6 (106.9) |
36.3 (97.3) |
31.9 (89.4) |
30.6 (87.1) |
31.7 (89.1) |
32.6 (90.7) |
30.7 (87.3) |
29.1 (84.4) |
33.8 (92.8) |
ହାରାହାରି ସର୍ବନିମ୍ନ °C (°F) | 14.4 (57.9) |
16.7 (62.1) |
20.5 (68.9) |
24.3 (75.7) |
26.3 (79.3) |
24.4 (75.9) |
23.2 (73.8) |
22.5 (72.5) |
22.3 (72.1) |
20.2 (68.4) |
16.5 (61.7) |
14.0 (57.2) |
20.1 (68.2) |
Average rainfall mm (inches) | 5.7 (0.224) |
4.6 (0.181) |
12.5 (0.492) |
7.0 (0.276) |
19.2 (0.756) |
157.8 (6.213) |
238.4 (9.386) |
265.4 (10.449) |
184.9 (7.28) |
74.6 (2.937) |
13.8 (0.543) |
12.5 (0.492) |
996.4 (39.228) |
ହାରାହାରି ମେଘାତ୍ସନ ଦିବସ | 0.4 | 0.4 | 0.8 | 0.8 | 1.8 | 8.8 | 10.8 | 11.2 | 8.9 | 3.2 | 0.8 | 0.7 | 48.6 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.1 | 0.1 | 1.1 | 1.2 | 1.8 | 2.6 | 1.2 | 1.6 | 1.9 | 0.7 | 0.1 | 0.3 | 12.7
|
ହାରାହାରି କୁହୁଡ଼ି ଘେରା ଦିବସ | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.1 | 0.0 | 0.0 | 0.0 | 0.1 |
Source: India Meteorological Department (temperatures and precipitation)[୯][୧୦] |
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Corporators Profile (List Of Elected Members)". Parbhani Municipal Corporation. Archived from the original on 2015-09-30.
- ↑ "timesofindia.indiatimes.com".
- ↑ "Parbhani (Maharashtra) Assembly Constituency Elections". www.elections.in.
- ↑ "Parbhani Lok Sabha Elections and Results 2014". www.elections.in.
- ↑ "National Commission for Linguistic Minority". 50th/report/nclm. Retrieved 20 Sep 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୭.୦ ୭.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Parbhani". Worldweather.wmo.int. 5 October 2006. Retrieved 28 June 2015.
- ↑ "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.