ପାରୁଲ ଚୌଧୁରୀ
ଭାରତୀୟ ଅଭିନେତ୍ରୀ
ପାରୁଲ ଚୌଧୁରୀ ଜଣେ ଭାରତୀୟ ଅଭିନେତ୍ରୀ ଓ ୟୁଟ୍ୟୁବର୍ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଏକ୍ ଥା ରାଜା ଏକ୍ ଥି ରାନୀ, ଦିବ୍ୟ ଦୃଷ୍ଟି, ତେରେ ମେରେ ସପ୍ନେ, ପିୟା ଆଲବେଲା, ସାବଧାନ ଇଣ୍ଡିଆ ଭଳି ଧାରାବାହିକରେ କାମ କରିବା ପାଇଁ ସେ ମୁଖ୍ୟତଃ ଜଣାଶୁଣା ।
ପାରୁଲ ଚୌଧୁରୀ | |
---|---|
ଜନ୍ମ | ନୂଆ ଦିଲ୍ଲୀ, ଭାରତ |
ବୃତ୍ତି(ସମୂହ) | ଅଭିନେତ୍ରୀ, ୟୁଟ୍ୟୁବର୍ |
ପ୍ରସିଦ୍ଧି |
|
ସମ୍ପର୍କୀୟ | ସ୍ନିଗ୍ଧା ଚୌଧୁରୀ (ଭଉଣୀ) |
ଅଭିନୟ ଜୀବନ
ସମ୍ପାଦନାପାରୁଲ ତାଙ୍କ ଅଭିନୟ ଯାତ୍ରା ଷ୍ଟାର୍ ୱାନ୍ରେ ପ୍ରସାରିତ ହିନ୍ଦୀ ଧାରାବାହିକ ସଃ... କୋଇ ହୈ ଜରିଆରେ ଆରମ୍ଭ କରିଥିଲେ । ୨୦୦୯ ମସିହାରେ, ସେ ଧାରାବାହିକ ତେରେ ମେରେ ସପ୍ନେରେ କାମ୍ୟା ଭୂମିକାରେ ଅଭିନୟ କରିଥିଲେ । ଏହାପରେ, ସେ ଅଦାଲତ, ଏକ୍ ଥା ରାଜା ଏକ୍ ଥି ରାନୀ, ପିୟା ଆଲବେଲା, ଦିବ୍ୟ ଦୃଷ୍ଟି, କସୌଟି ଜିନ୍ଦେଗୀ କେ ଭଳି ଧାରାବାହିକରେ କାମ କରିଥିଲେ ।
ଅଭିନୀତ ଧାରାବାହିକ
ସମ୍ପାଦନା- ସଃ... କୋଇ ହୈ (ଷ୍ଟାର୍ ୱାନ୍)
- ଆଜ୍ କି ହାଉସ୍ ୱାଇଫ୍ ହୈ... ସବ୍ ଜାନ୍ତି ହୈ (ଜୀ ଟିଭି)
- ବା ବହୂ ଔର ବେବି (ଷ୍ଟାର୍ ପ୍ଲସ୍)
- ହଣ୍ଟେଡ୍ ନାଇଟ୍ସ୍ (ସାହାରା ୱାନ୍)[୧]
- କୁଛ୍ ଅପ୍ନେ କୁଛ୍ ପ୍ୟାରେ (ସାହାରା ୱାନ୍)
- ଲେଫ୍ଟ ରାଇଟ୍ ଲେଫ୍ଟ (ସୋନି ସବ୍)
- କ୍ରାଇମ୍ ପେଟ୍ରୋଲ୍ (ସୋନି ଟିଭି)[୨]
- ଭୁତ୍ ଆୟା (ସୋନି ଟିଭି)[୩]
- ଅଦାଲତ (ସୋନି ଟିଭି)[୪]
- ଭନୱର (ସୋନି ଟିଭି)[୫]
- ଏକ୍ ଥା ରାଜା ଏକ୍ ଥି ରାନୀ (ଜୀ ଟିଭି)
- ସୁପର୍ କପ୍ସ୍ ଭର୍ସେସ୍ ସୁପର୍ଭିଲିଆନ୍ସ୍ (ଲାଇଫ୍ ଓକେ)[୬]
- ଦେବୋଁ କା ଦେବ... ମହାଦେବ (ଲାଇଫ୍ ଓକେ)[୭]
- ତେରେ ମେରେ ସପ୍ନେ (ଷ୍ଟାର୍ ପ୍ଲସ୍)
- ପିୟା ଆଲ୍ବେଲା (ଜୀ ଟିଭି)
- ଫିର୍ ଭି ନା ମାନେ... ବଦ୍ତମିଜ୍ ଦିଲ୍ (ଷ୍ଟାର୍ ପ୍ଲସ୍)
- ତୁମ୍ ସାଥ୍ ହୋ ଜବ୍ ଅପ୍ନେ (ସୋନି ପଲ୍)
- ଦିବ୍ୟ ଦୃଷ୍ଟି (ଷ୍ଟାର୍ ପ୍ଲସ୍)
- କସୌଟି ଜିନ୍ଦେଗୀ କେ (ଷ୍ଟାର୍ ପ୍ଲସ୍)
- ଅନୁପମା (ଷ୍ଟାର୍ ପ୍ଲସ୍)
- ଭାଗ୍ୟ ଲକ୍ଷ୍ମୀ (ଜୀ ଟିଭି)
ଅଭିନୀତ କଥାଚିତ୍ର
ସମ୍ପାଦନା- ଅପ୍ନା ଆସ୍ମାନ୍ (୨୦୦୭)
- ଆପାର୍ଟମେଣ୍ଟ (୨୦୧୦)
- ଆକ୍ସିଡେଣ୍ଟ ଅନ୍ ହିଲ୍ ରୋଡ଼୍ (୨୦୦୯)
- ଡାବର୍ ବାଟିକା ବ୍ରେଭ୍ ଆଣ୍ଡ୍ ବିଉଟିଫୁଲ୍ (୨୦୧୪)
- ୱାଟର୍ମେଲନ୍ (୨୦୧୫; କ୍ଷୁଦ୍ର ଚଳଚ୍ଚିତ୍ର)
- ଦି ଲାଷ୍ଟ କୌନ୍ (୨୦୧୯; ଫେଷ୍ଟିଭାଲ୍ ଫିଲ୍ମ)
ମ୍ୟୁଜିକ୍ ଭିଡିଓ
ସମ୍ପାଦନା- ହାରେଗା ନେହି ଇଣ୍ଡିଆ (୨୦୨୦) - ଗାୟକ: ଗୌରବ ଶର୍ମା[୮]
ଆଧାର
ସମ୍ପାଦନା- ↑ "Parul Chaudhary to feature in Haunted Nights". Tellychakkar. 26 June 2013. Retrieved 12 April 2015.
- ↑ "Parul Chaudhary to feature in Crime Patrol". Punjabi Junction. 30 June 2011. Retrieved 12 April 2015.
- ↑ "Parul Chaudhary, Girish Jain & Sunny Goraya in Bhoot Aya Movie Review". The Times of India. 24 December 2013. Retrieved 12 April 2015.
- ↑ "Parul Chaudhary bags a role in Adaalat". Tellychakkar. 18 January 2014. Retrieved 12 April 2015.
- ↑ "Parul Chaudhary, Yashashree, Vineet in Bhanwar". The Times of India. 10 February 2015. Retrieved 12 April 2015.
- ↑ "Parul Chaudhary, Sai Gundewar and Sanjay Swaraj to feature in Life OK's Hum Ne Li Hai... Shapath". Tellychakkar. 10 February 2014. Retrieved 12 April 2015.
- ↑ "Mahadev: Parul Chaudhry opposite Tushar Dalvi". The Times of India. 24 June 2014. Retrieved 12 April 2015.
- ↑ "Gaurav Sharma's "Harega Nahi India" is dedicated to the Indians for their efforts and bravery". www.radioandmusic.com (in ଇଂରାଜୀ). Retrieved 2024-08-27.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପାରୁଲ ଚୌଧୁରୀ
- ଇନଷ୍ଟାଗ୍ରାମରେ ପାରୁଲ ଚୌଧୁରୀ