ଗୌରବ ଶର୍ମା

ଭାରତୀୟ ସଙ୍ଗୀତକାର

ଗୌରବ ଶର୍ମା (ଜନ୍ମ: ୧୦ ଅପ୍ରେଲ ୧୯୯୨) ଜଣେ ଭାରତୀୟ କଣ୍ଠଶିଳ୍ପୀ ଓ ସଙ୍ଗୀତକାର ।[] ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ଉପସ୍ଥାପକ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୭ ମସିହାରେ, ଜୀ ମ୍ୟୁଜିକ୍ କମ୍ପାନୀ ଦ୍ୱାରା ତାଙ୍କର ପ୍ରଥମ ଆଲବମ୍ ମୁକ୍ତିଲାଭ କରିଥିଲା ।[] ନିଜର ମୂଳ ସଂଯୋଜନା ବ୍ୟତୀତ, ସେ ରିମ୍‌ଝିମ୍ ଗିରେ ଶାବନ୍, ଗୁଲାବି ଆଖେଁ, ଅନାମିକା ଭଳି ଗୀତର ରିମେକ୍ ମଧ୍ୟ କରିଛନ୍ତି ।

ଗୌରବ ଶର୍ମା
୨୦୨୨ ମସିହାରେ ଗୌରବ
Background information
ଜନ୍ମ (1992-04-10) ୧୦ ଅପ୍ରେଲ ୧୯୯୨ (ବୟସ ୩୨)
ଦିଲ୍ଲୀ, ଭାରତ
ଶୈଳୀ
ଇଣ୍ଡି ପପ୍
ପେଷା
କଣ୍ଠଶିଳ୍ପୀ
କାର୍ଯ୍ୟକାଳ୨୦୧୭  – ଏବେଯାଏଁ
ଲେବଲଜୀ ମ୍ୟୁଜିକ୍ କମ୍ପାନୀ, ସାରେଗାମା, କୋରମିଅମ୍ କ୍ରିଏସନ୍

ଚତୁର୍ଥ ଶ୍ରେଣୀରେ ପଢ଼ିବାବେଳୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଜଣେ ରେଡିଓ ଉପସ୍ଥାପିକା ଭାବରେ ଅଲ୍ ଇଣ୍ଡିଆ ରେଡିଓରେ କାମ କରିବାବେଳେ, ସେ ଏକ୍ ଖାସ୍ ମୁଲାକାତ୍ ସୀତାରୋଁ କେ ସାଥ୍ କାର୍ଯ୍ୟକ୍ରମ ପାଇଁ ସଲମାନ ଖାନ୍, ହେମା ମାଳିନୀ, ପ୍ରେମ ଚୋପ୍ରା, ଶର୍ମନ ଯୋଶୀ, ଉଦିତ ନାରାୟଣ, ସୁରେଶ ୱାଡ଼େକର, ଅଭିଜିତ ଭଟ୍ଟାଚାର୍ଯ୍ୟ, କୈଳାଶ ଖେର, ଶାନ୍, ନବାଜଉଦ୍ଦିନ ସିଦ୍ଦିକୀ, ଅମ୍ରିତା ରାଓ ଆଦି ଜଣାଶୁଣା କଳାକାରମାନଙ୍କର ସାକ୍ଷାତକାର ନେଇଥିଲେ ।[]

୨୦୧୭ ମସିହାରେ, ତାଙ୍କର ପ୍ରଥମ ଆଲବମ୍ ତୁ ପ୍ୟାର୍ ହୈ ମେରା ଜୀ ମ୍ୟୁଜିକ୍ କମ୍ପାନୀ ଦ୍ୱାରା ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ତାରା ଅଲିଶା ବେରିଙ୍କ ସହିତ କାମ କରିଥିଲେ ।[][] ୨୦୧୯ ମସିହାରେ, ତାଙ୍କର ଅନ୍ୟ ଏକ ଆଲବମ୍‌ରେ ଟିଭି ଅଭିନେତ୍ରୀ ମାନସୀ ଶ୍ରୀବାସ୍ତବ କାମ କରିଥିଲେ ।[][] ସେ କିଛି ବର୍ଷ ଧରି ତିହାଡ଼ ଜେଲରେ କଏଦୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।[]

୨୦୨୪ ମସିହାରେ, ତାଙ୍କର ଅନ୍ୟ ଏକ ଗୀତ ହମ୍‌ନାବା ମୁକ୍ତିଲାଭ କରିଥିଲେ, ଯେଉଁଥିରେ ସେ କ୍ରୀତି ଶର୍ମାଙ୍କ ସହିତ ଗାଇଥିଲେ ଓ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଅମ୍ରିତ ପ୍ରକାଶଙ୍କ ସହିତ ସେ ଅଭିନୟ କରିଥିଲେ ।[]

  1. "Singer Gaurav Sharma to recreate iconic Bollywood song; calls remixing 'risky'!". www.musicbeat.co.in. Retrieved 2022-04-26.[permanent dead link]
  2. "Latest Hindi Song 'Maula' Sung By Gaurav Sharma | Hindi Video Songs - Times of India". timesofindia.indiatimes.com (in ଇଂରାଜୀ). 4 July 2019. Retrieved 12 April 2022.
  3. "Gaurav Sharma calls music 'meditation' wants to playback for Shah Rukh Khan". www.radioandmusic.com (in ଇଂରାଜୀ). 27 July 2019. Retrieved 12 April 2022.
  4. "State has some best filmshooting locales: Singer" (in ଇଂରାଜୀ). Tribuneindia News Service. 27 December 2016. Retrieved 12 April 2022.
  5. "धनोल्टी की खूबसूरती के कायल हुए गौरव". Amar Ujala (in ହିନ୍ଦୀ). Retrieved 2024-08-23.
  6. "TV actor Mansi Srivastava shoots for her debut single - Times of India". The Times of India (in ଇଂରାଜୀ). 31 May 2019. Retrieved 12 April 2022.
  7. "After Divya Drishti, Mansi Srivastava bags Another Project". India Forums (in ଇଂରାଜୀ). 1 June 2019. Retrieved 12 April 2022.
  8. "Mansi Srivastava begins her shoot for her debut single - Boogle Bollywood | Bollywood news and gossips" (in English). 31 May 2019. Archived from the original on 6 April 2023. Retrieved 12 April 2022.{{cite news}}: CS1 maint: unrecognized language (link)
  9. "Amrita Prakash features in singer Gaurav Sharma's upcoming track". The Times of India. 2023-09-12. ISSN 0971-8257. Retrieved 2024-08-27.

ବାହାର ଲିଙ୍କ୍

ସମ୍ପାଦନା