[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Partur
परतूर
city
Country India
StateMaharashtra
DistrictJalna
Government
 • TypeMunicipal council
Elevation
439 m (1,440 ft)
Population
 (2011)
 • Total୩୫,୮୮୩[୧]
Languages
 • OfficialMarathi
Time zoneUTC+5:30 (IST)
PIN
431501
Telephone code912484-XXXXXX
ଯାନବାହାନ ପଞ୍ଚୀକରଣMH-21


ପାରତୁର ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଜଲ୍ନ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ପାରତୁର ୧୯.୫୯୯୪ ଉତ୍ତର ଅକ୍ଷାଂଶ ଓ ୭୬.୨୧୪୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାରତୁର ସହରର ମୋଟ ଜନସଂଖ୍ୟା ୨୮୯୪୧ ଅଟେ ।[୩] ସେଥି ମଧ୍ୟରୁ ୫୧.୫୭% ଜଣ ପରୁଷ ହୋଇଥିବା ବେଳେ ୪୮.୪୩% ଜଣ ନାରୀ ଅଟନ୍ତି । ପାରତୁରର ସାକ୍ଷରତା ହାର ୬୩.୫୪% ଅଟେ । ଏହା ଜାତୀୟ ହାରଠାରୁ ୧.୩୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୨୬% ପ୍ରତିଶତ ପୁରୁଷ ଓ ୨୬.୨୮% ନାରୀ ଅଟନ୍ତି । ୧୫.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ମରାଠୀ ପାରତୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Partur City Population". Census2011. Retrieved 11 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା