ପାତ୍ତୁକୋଟ୍ଟାଇ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର ଥଞ୍ଜାଭୁର୍ ଜିଲ୍ଲାରେ ଅବସ୍ଥିତ ।

ପାତ୍ତୁକୋଟ୍ଟାଇ
Pattukkottai
பட்டுக்கோட்டை
ସହର
ଦେଶ ଭାରତ
ରାଜ୍ୟତାମିଲନାଡୁ
ଜିଲ୍ଲାଥଞ୍ଜାଭୁର
HeadquartersThanjavur
Government
 • TypeSelection Grade Municipality
 • BodyPattukottai Municipality
 • Municipal ChairpersonMr.Jawaharbabu
Area
 • ସମୁଦାୟ21.83 km2 (8.43 sq mi)
Elevation
5 m (16 ft)
Population
 (2011)[]
 • Total୭୩,୧୩୫
 • Density3,400/km2 (8,700/sq mi)
Time zoneUTC+5:30 (IST)
PIN
614601, 614602
ଟେଲିଫୋନ କୋଡ଼+91 4373
ଯାନବାହାନ ପଞ୍ଚୀକରଣTN 49
Sex ratio1003 /
Website123.63.242.116/Pattukkottai/

ଭୌଗଳିକ ଅବସ୍ଥିତି

ସମ୍ପାଦନା

ପାତ୍ତୁକୋଟ୍ଟାଇ ୧୦.୪୨୪୯ ଉତ୍ତର ଅକ୍ଷାଂଶ ଓ ୭୯.୩୧୫୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାତ୍ତୁକୋଟ୍ଟାଇ ସହରର ମୋଟ ଜନସଂଖ୍ୟା ୬୫୪୫୩ ଅଟେ ।[] ସେଥି ମଧ୍ୟରୁ ୪୯.୯୬% ଜଣ ପରୁଷ ହୋଇଥିବା ବେଳେ ୫୦.୦୪% ଜଣ ନାରୀ ଅଟନ୍ତି । ପାତ୍ତୁକୋଟ୍ଟାଇର ସାକ୍ଷରତା ହାର ୭୪.୫୦% ଅଟେ । ଏହା ଜାତୀୟ ହାରଠାରୁ ୯.୬୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୧୭% ପ୍ରତିଶତ ପୁରୁଷ ଓ ୩୪.୩୩% ନାରୀ ଅଟନ୍ତି । ୧୧.୪୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତାମିଲ ପାତ୍ତୁକୋଟ୍ଟାଇର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. "Census Info 2011 Final population totals - Pattukkottai". Office of The Registrar General and Census Commissioner, Ministry of Home Affairs, Government of India. 2013. Retrieved 26 January 2014.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା
  • Kathleen Gough (1981). Rural Society in Southeast India. Cambridge University Press.