ପାଟଳିପୁତ୍ର  (IAST: Pāṭaliputra), ଭାରତୀୟ ରାଜ୍ୟ ବିହାରର ରାଜଧାନୀ ପାଟଣା ନିକଟରେ ଏକ ପ୍ରାଚୀନ ସହର ଥିବା ସ୍ଥାନ । ଖ୍ରୀଷ୍ଟପୂର୍ବ 490 ମସିହାରେ ମଗଧ ରାଜା ଅଜାତଶତ୍ରୁ ଏହାକୁ ଏକ ଦୁର୍ଗ ଭାବରେ ଗଙ୍ଗା ନଦୀ କୁଳରେ ନିର୍ମାଣ କରିଥିଲେ । []

Pataliputra
पाटलिपुत्र
Pātaliputtā (Pāli)
Ancient city
Plan of Pataliputra compared to present-day Patna
Plan of Pataliputra compared to present-day Patna
CountryIndia
StateBihar
RegionMagadha
DivisionPatna
DistrictPatna
Government
 • BodyPatna Municipal Corporation
Elevation
53 m (174 ft)

ଆଧୁନିକ ପାଟଣା ସହରର ଉପକଣ୍ଠ ଅଞ୍ଚଳରେ ବିଶ୍ରୂତ ଅଞ୍ଚଳ ରେପ୍ରତ୍ନତାତ୍ୱିକ  ଖନନ କରାଯାଇ ଏହି ପୁରାତନ ପାଟଳିପୁତ୍ର ସହରର ଅନେକ ଅଞ୍ଚଳ ଅନାବରଣ କରାଯାଇଛି ।  [][] Excavations early in the 20th century around Patna revealed clear evidence of large fortification walls, including reinforcing wooden trusses.[]

ବ୍ୟୁପତ୍ତି 

ସମ୍ପାଦନା

ଏହି ନାମ " ପାଟଳି"ର ଅର୍ଥ ଏକ ବିଶିଷ୍ଟ ପ୍ରକାର ଧାନ ଓ "ପୁତ୍ର "ର ସମ୍ମିଶ୍ରଣରେ ହେଇଥିଲା । [] ଆଉ  ଏକ ବ୍ୟୁପତ୍ତି []ପ୍ରଣାଳୀ କୁହେ ଯେ ଏହା ଏକ ବୃକ୍ଷୀର ନାମ ଅନୁସାରୀ ହେଇଥିଲା । .[]ପୁଣି ଏକ ପ୍ରଣାଳୀରେ କୁହା ଯାଏ ଯେ ଏହା ରାଜା ସୁଦର୍ଶନଙ୍କ କନ୍ୟା ପାତାଳୀଙ୍କ ପୁତ୍ର ହିସାବରେ ନମିତା ହେଇଥିଲା । .[]  କିଛି ବୁଦ୍ଧିଜୀବିଙ୍କ ମତ ଅନୁସାରେ ଏହା ପଟାଳି ସହରର ନାମର ଅପଭ୍ରଂଶ । []

ଇତିହାସ 

ସମ୍ପାଦନା

ବୌଦ୍ଧ ଲିପି ଆଗରୁ ପାଟଳିପୁରର ନାମର ଉଲ୍ଲେଖ ମିଳେ ନାହି । ବୌଦ୍ଧ ଲିପିରେ ଏହା ପାଟଲିଗ୍ରାମ ନାମରେ ଲିଖିତ ରହିଛି । ତେବେ ଅଞ୍ଚଳର ମୁଖ୍ୟ ସହର ତାଲିକାରେ ତାହାର ଉଲ୍ଲେଖ ନାହିଁ । [୧୦]ବୁଦ୍ଧଙ୍କ ଜୀବନ କାଳ ମଧ୍ୟରେ ସେହି ଅଞ୍ଚଳରେ ଏହା ସହର ନିର୍ମିତ ହଉଥିବା କଥାର ଲେଖା ରହିଛି । ତେବେ ପୁରାତାତ୍ୱିକ ତଥ୍ୟ ଅନୁସାରେ ପାଟଳିପୁତ୍ରର ଉନ୍ନୟନ 3 ୟ ବା 4ର୍ଥ ଶତାବ୍ଦୀ ଆଗରୁ ହେଇନଥିବା ଜଣା ପଡେ । .[୧୦] ତେବେ ଗ୍ରୀକ ପରିବ୍ରାଜକ ମେଘାସ୍ଥିନିସ  ତାଙ୍କର ଭ୍ରମଣ ପୁସ୍ତକ ଇଣ୍ଡିକାରେ ଖ୍ରୀଷ୍ଟପୂର୍ବ 303 ମସିହାରେ ପଟାଳିପୁତ୍ର ଏକ ସହର ଥିଲା ବୋଲି ଉଲ୍ଲେଖ କରିଛନ୍ତି ।  [୧୧]

ପାଟାଳିପୁତ୍ର ସହର ହରିୟାଙ୍କା ଶାସକ ବିମ୍ବୀସାରଙ୍କଦ୍ୱାରା ଏକ ଗ୍ରାମକୁ ସୁଦୃଢୀକରଣଦ୍ୱାରା ନିର୍ମିତ ହେଇଥିଲା ନନ୍ଦା , ମୌର୍ଯ୍ୟ , ଶ୍ରୁଙ୍ଗ , ଗୁପ୍ତା ଓ ପଲାସ ବଂଶୀୟ ରାଜାମାନେ ପାଟଳିପୁତ୍ରକୁ ସେମାନଙ୍କର ରାଜଧାନୀ ଭାବରେ ବ୍ୟବହାର କରିଥିଲେ । ଗଙ୍ଗା , ଗନ୍ଧକ ଓ ସୋନା ନଦୀର ସାଙ୍ଗମା ସ୍ଥଳରେ ଏହା ରହି ଏକ ଜଳ ଦୁର୍ଗ ଭାବରେ ଥିଲା । ଏହି ଜଳ ମାର୍ଗରେ ବ୍ୟବସାୟ ମଧ୍ୟ ହଉଥିଲା । ଇଣ୍ଡୋ - ଗାଙ୍ଗେୟ ସମତଳ ଭୂମି ସେହି ସମୟରେ ବାଣିଜ୍ୟର କେନ୍ଦ୍ର ସ୍ଥଳ ଥିଲା ।  .[୧୨]

ଏଠାରେ ବୁଦ୍ଧଙ୍କ ମୃତ୍ୟୁ ପରେ ଓ ଅଶୋକଙ୍କ ସମୟରେ ଦୁଇଟି ବୁଦ୍ଧ କାଉନ୍ସିଲ ସ୍ଥାପିତ ହେଇଥିଲା । ସେମାନେ ଓ ଜୈନ ଓ ଭ୍ରାହମଣିକ ସୂତ୍ର ଅନୁସାରେ ପାଟଳିପୁତ୍ର ଆଜାତଶତ୍ରୁଙ୍କ ପୁତ୍ର ଉଦୟଭଦ୍ରଙ୍କଦ୍ୱାରା ସ୍ଥାପିତ ହେଇଥିବାର ଦାବି କରନ୍ତି । [୧୦]

ମୌର୍ଯ୍ୟ ସାମ୍ଭ୍ରାଜ୍ୟର ରାଜଧାନୀ 

ସମ୍ପାଦନା
 
The Pataliputra capital, showing Persian and especially Greek influence, with volute, bead and reel, meander or honeysuckle designs. Early Mauryan period, 3rd century BCE.

ସମ୍ରାଟ ଅଶୋକଙ୍କ ରାଜୁତି ସମୟରେ ଏହା ବିଶ୍ୱର ସର୍ବବୃହତ ସହର ଥିଲା ବୋଲି କୁହାଯାଇଥାଏ । ଏଠାରେ ଜଣ ସଂଖ୍ୟା 150,000ରୁ 400,000[୧୩] ଥିବାର କୁହ ଯାଇଥିଲା । ସହରର ଆୟତନ 25.5 ବର୍ଗ କିଲୋମିଟର ସ୍ଥାନରେ ଥିଲା ଓ ଏହା ସାମନ୍ତରିକ କ୍ଷେତ୍ର ପରି ଆକାରରେ ଥିଲା । ଏହାର ପ୍ରାଚୀରରେ 64ଟି ଗେଟ ଥିଲା ।[୧୪] ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ଅଶୋକଙ୍କ ସମୟରେ ଏହା ସମବୃଦ୍ଧିର ଶିଖରରେ ରହିଥିଲା । ଏହି ବିଷୟରେ ଗ୍ରୀକ ପରିବ୍ରାଜକ ମେଘସ୍ଥିନିସ ତାଙ୍କର " ପଲିବୋଥ୍ରା "ରେ ଲେଖିଥିଲେ । 

 
Mauryan remains of a wooden palissade discovered at the Bulandi Bagh site of Pataliputra.
 
Fa-Hien at the ruins of Ashoka's palace in Pataliputra in the 4th century CE (artist impression).

ଅଶୋକଙ୍କ ମହଲ ପ୍ରାଚୀନ ପେର୍ସେପୋଲିସ ମହଲର ଅନୁକରଣରେ ନିର୍ମିତ ହେଇଥିବାର ଜଣାଜାଏ । .[୧୫] ଏହି ମହଲ ଓ ପ୍ରାଚୀରରେ ଗ୍ରୀକ ଶୈଳୀର ନିର୍ମାଣ ଦେଖା ଯାଏ । .[୧୬]

ପରବର୍ତୀ ବଂଶ ମାନଙ୍କ ରାଜଧାନୀ 

ସମ୍ପାଦନା

ଦ୍ୱାଦଶ ଶତାବ୍ଦୀ ଯାଏ ଏହି ସହର ବୌଦ୍ଧ କେନ୍ଦ୍ର ରହିବା ସହ ଗୁପ୍ତା ବଂଶ , ପାଲ ବଂଶର ରାଜଧାନୀ ମଧ୍ୟ ରହିଥିଲା । ଚୀନର ପରିବ୍ରାଜକ କ୍ଷୁଅଞ୍ଜଙ୍ଗଙ୍କ ଭ୍ରମଣ ସମୟରେ ଏହି ସହର ଦ୍ୱଂଶ ଅବସ୍ଥାକୁ ଆସିଯାଇଥିଲା । ପରେ ଦ୍ୱାଦଶ ଶତାବ୍ଦୀରେ ମୁସଲିମ ଆକ୍ରମଣ ବେଳେ ଏହା ସମ୍ପୂର୍ଣ ଦ୍ୱଂଶ ହେଇଯାଇଥିଲା । [୧୭] ପରେ ଶେର ଶାହ ସୂରୀ ପଟାଳିପୁତ୍ରକୁ ଅଧୁନା ରହିଥିବା ପାଟଣା ନାମ ଦେଇ ପୁନର୍ନିର୍ମାଣ କରି ତାଙ୍କର ରାଜଧାନୀ କରିଥିଲେ । 

thumb|An artistic impression of the palisades, gates and city of Pataliputra.

 
Ruins of Pataliputra at Kumhrar.
 
Mauryan Hall pillar at the Kumhrar site of Pataliputra.

ଏହି ଅଞ୍ଚଳ ଅନେକ ସ୍ଥାନ ଖନନ କରାଯାଇ ବହୁ ମୂଲ୍ଯବାନ ପୁରତତ୍ତ୍ୱ ସମ୍ପଦ ଅଣନାବରଣ କରା ଯାଇଥିଲେ ମଧ୍ୟ ଆହୁରି ଅନେକ ସ୍ଥଳରେ ଖନନର ଆବଶ୍ୟକତା ରହିଛି । କାଳ କ୍ରମେ ସେ ସବୁର ଖନନ ହେଲେ ପ୍ରାଚୀନ ଇତିହାସ ଉପରେ ଆହୁରି ଆଲୋକପାତ ହେଇ ପାରିବ । 

ମୌର୍ଯ୍ୟ ସମୟରେ ସହର 1.5 ମାଇଲ ପ୍ରସ୍ଥ ଓ 9 ମାଇଲ ଦୀର୍ଘ ଥିବାର ପ୍ରମାଣ ମିଳେ । ସହର ଚାତତୁପରଶ୍ୱରେ କାଷ୍ଠା ନିର୍ମିତ ପ୍ରାଚୀର ଥିବାର ଜଣା  ଯାଏ ।ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହି କାଷ୍ଠା ନିର୍ମିତ ପ୍ରାଚୀର ପାଇଥିଲେ ମଧ୍ୟ ତାହା ବାହାରେ ପ୍ରସ୍ତର ପ୍ରାଚୀର ଅଦ୍ୟାବଧି ପାଇ ନାହାନ୍ତି ।  .[୧୮]

ପାଟଳିପୁତ୍ର ଅଞ୍ଚଳର ଖନନ 

ସମ୍ପାଦନା
  • କୁମହାର
  • ବୁଲାନ୍ଦି ବାଗ
  • ଆଗମ କୁଆ
  • ଗୋଲଘର 
  • ଗାଏଘାତ ଗୁରୁଦ୍ୱାରା  

ଗ୍ୟାଲେରି 

ସମ୍ପାଦନା

ପୁନଶ୍ଚ ଦେଖଣା 

ସମ୍ପାଦନା
  • Azimabad
  • Magadh
  • Names of Patna
  • History of Patna
  1. ୧.୦ ୧.୧ Kulke, Hermann; Rothermund, Dietmar (2004), A History of India, 4th edition. Routledge, Pp. xii, 448, ISBN 0-415-32920-5
  2. "Patna". Encyclopædia Britannica. Encyclopædia Britannica Online. Encyclopædia Britannica Inc., 2013. Web. 13 Dec. 2013 <http://www.britannica.com/EBchecked/topic/446536/Patna>.
  3. "Heritage wall for Metro corridor plan".
  4. Valerie Hansen Voyages in World History, Volume 1 to 1600, 2e, Volume 1 pp. 69 Cengage Learning, 2012
  5. Monier-Williams Sanskrit-English Dictionary: Pāṭali, [୧] (a junior synonym of Stereospermum colais [୨] Archived 22 July 2011 at the Wayback Machine.)
  6. Encyclopaedia of Religion and Ethics, p.677
  7. Folklore, Vol. 19, No. 3 (30 September 1908), pp. 349–350
  8. The Calcutta Review Vol LXXVI (1883), p.218
  9. Language, Vol. 4, No. 2 (June , 1928), pp. 101–105
  10. ୧୦.୦ ୧୦.୧ ୧୦.୨ Sujato, Bhikkhu; Bhikkhu, Brahmali, The Authenticity of the Early Buddhist Texts (PDF), Oxford Center for Buddhist Studies[permanent dead link].
  11. Tripathi, Piyush Kumar (16 ଜୁଲାଇ 2015). "Realty to broaden horizon". The Telegraph. Calcutta.
  12. Sastri 1988, p. 11.
  13. The Rise of Man in the Gardens of Sumeria: A Biography of L.A. Waddell, Christine Preston, Sussex Academic Press, 2009, p.49 [୩][permanent dead link]
  14. Fortified Cities of Ancient India: A Comparative Study, Dieter Schlingloff, Anthem Press, 2014, p.49 [୪]
  15. The Analysis of Indian Muria Empire affected from Achaemenid’s architecture art Archived 2 April 2015 at the Wayback Machine..
  16. Report on the excavations at Pātaliputra (Patna); the Palibothra of the Greeks by Waddell, L. A. (Laurence Austine)
  17. Scott, David (ମଇ 1995). "Buddhism and Islam: Past to Present Encounters and Interfaith Lessons". Numen. 42 (2): 141–155. doi:10.1163/1568527952598657. JSTOR 3270172.
  18. Excavation sites in Bihar, Archaeological Survey of India.

ପୁନଶ୍ଚ ପଠନ 

ସମ୍ପାଦନା
  • Bernstein, Richard (2001). Ultimate Journey: Retracing the Path of an Ancient Buddhist Monk (Xuanzang) who crossed Asia in Search of Enlightenment. Alfred A. Knopf, New York. ISBN 0-375-40009-5