ବୁଲନ୍ଦି ବାଗ  ଭାରତୀୟ ରାଜ୍ୟ ବିହାର ର  ପାଟଳିପୁତ୍ରଠାରେ ଥିବା ଏକ ପୁରାତତ୍ତ୍ୱ ଖନନ ସ୍ଥଳୀ । ଏଠାରୁ 1895 ମସିହାରେ ଥିବା ତତ୍କାଳୀନ ରାଜଧାନି ପାଟଳିପୁତ୍ରର ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଏହା ସହିତ ବ୍ରିଟିଶ ପ୍ରତ୍ନତତ୍ତ୍ୱବିଦ ୱାଡେଲଙ୍କ ଖନନରୁ ଏଠାରେ କାଷ୍ଠ ନିର୍ମିତ ପଲିସେଡ଼ , ଯାହାକୁ ସୁରକ୍ଷ୍ୟା ପ୍ରାଚୀରର ଅଂଶ ବୋଲି  କୁହାଯାଏ , ତାହା ମଧ୍ୟ ଅଣାବରଣ କରାଯାଇଛି । ବୁଲନ୍ଦି ବାଗ ମୌର୍ଯ୍ୟ ବଂଶର ରାଜମହଳର ଅଂଶ ଥିଲା ବୋଲି ପ୍ରତ୍ନତତ୍ତ୍ୱବିଦମାନେ ଅନୁମାନ କରନ୍ତି । [୧]

Bulandi Bagh
{{{imagealttext}}}
Bulandi Bagh is located in the northwestern corner, just above the railroad, of the 1895 excavation plan at Pataliputra (marked "Bulandhi Bagh" and "I").
ବୁଲନ୍ଦି ବାଗ is located in India
ବୁଲନ୍ଦି ବାଗ
Shown within India# India Bihar
ବୁଲନ୍ଦି ବାଗ is located in Bihar
ବୁଲନ୍ଦି ବାଗ
ବୁଲନ୍ଦି ବାଗ (Bihar)
ଅବସ୍ଥାନ Patna district, Bihar, India.
ଦିଗବାରେଣି 25°36′07″N 85°10′48″E / 25.60194°N 85.18000°E / 25.60194; 85.18000
ପ୍ରକାର Settlement
Location of Bulandi Bagh in the ancient city of Pataliputra and modern Patna (Pataliputra city limits in dotted line).

 ବ୍ରିଟିଶ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ସହଯୋଗକ୍ରମେ ଆମେରିକୀୟ ପ୍ରତ୍ନତତ୍ତ୍ୱବିଦ ଡାଭିଡ ବ୍ରେଇନାର୍ଡ ସ୍ପୁନର 1912-13 ମସିହାରେ ବୁଲନ୍ଦି  ବାଗ ଅଞ୍ଚଳରେ ବୁଲାନ୍ଦି ବାଗର ଦକ୍ଷିଣ  ଭାଗରେ ଥିବା କୁମରାହାର ଅଞ୍ଚଳ ଖନନ କରି ସର୍ଭେ କରିଥିଲେ । ସେ ସେଠାରୁ ମଧ୍ୟ କାଷ୍ଠା ନିର୍ମିତ ପଲିସେଡ଼ , ଟେରାକୋଟା ମୂର୍ତି , ମୁଦ୍ରିତ ମୁଦ୍ରା , ସିଲ ଆଦି ଉଦ୍ଧାର କରିଥିଲେ । [୨]

1926-1927 ମସିହାରେ ଏମ . ଘୋଷ 0 ଜେ . ପେଜ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ପୁନର୍ବାର ସେହି ଅଚଳ ଖନନ କରି ସେଠାରୁ 137 ମିଟର ଲମ୍ବ କାଷ୍ଠା ନିର୍ମିତ ପାଲିସେଡ଼ ଉଦ୍ଧାର କରିଥିଲେ , ଯାହା ମୌର୍ଯ୍ୟ ସମୟର ଥିଲା । ଏହା ଆକଳନ କରାଯାଏ  ଯେ  ପର୍ଯ୍ୟଟକ ମେଘସ୍ଥିନିସ ତାଙ୍କର ପାଟଳିପୁତ୍ର ଭ୍ରମଣ ସମୟରେ ଦେଖିଥିବା ପାଲିସେଡ଼ଓ ସେ ସେବିଷୟରେ ତାଙ୍କର ଗୋଗ୍ରାଫିଆରେ ତାହାର ବର୍ଣ୍ଣନା କରିଛନ୍ତି ।  [୩] 

ଆଧାର  ସମ୍ପାଦନା

  1. "Report on the excavations at Pataliputra (Patna)" Calcutta, 1903, page 16 [୧]
  2. Archaeological Survey of India report
  3. Archaeological Survey of India report