ପାଇଥାନ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଆଉରଙ୍ଗବଦ୍ ଜିଲ୍ଲାରେ ଅବସ୍ଥିତ ।

Paithan
पैठण
city
CountryIndia India
StateMaharashtra
RegionMarathwada
DistrictAurangabad
Government
 • MayorMr.Datta Gorde Patil
Elevation
458 m (1,503 ft)
Population
 (2001)
 • Total୩୪,୫୫୬
Languages
 • OfficialMarathi
Time zoneUTC+5:30 (IST)
PIN
431 007
Telephone code02431
ଯାନବାହାନ ପଞ୍ଚୀକରଣMH-20


ଭୌଗଳିକ ଅବସ୍ଥିତି

ସମ୍ପାଦନା

ପାଇଥାନ ୧୯.୪୭୫୧ ଉତ୍ତର ଅକ୍ଷାଂଶ ଓ ୭୫.୩୮୫୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଇଥାନ ସହରର ମୋଟ ଜନସଂଖ୍ୟା ୩୪୫୫୬ ଅଟେ ।[] ସେଥି ମଧ୍ୟରୁ ୫୧.୩୯% ଜଣ ପରୁଷ ହୋଇଥିବା ବେଳେ ୪୮.୬୧% ଜଣ ନାରୀ ଅଟନ୍ତି । ପାଇଥାନର ସାକ୍ଷରତା ହାର ୬୭.୩୩% ଅଟେ । ଏହା ଜାତୀୟ ହାରଠାରୁ -୨.୪୯% ପ୍ରତିଶତ କମ ଅଟେ । ସେଥିରୁ ୩୮.୪୦% ପ୍ରତିଶତ ପୁରୁଷ ଓ ୨୮.୯୩% ନାରୀ ଅଟନ୍ତି । ୧୩.୬୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ମରାଠୀ ପାଇଥାନର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା