ପଲିଡୋକାନୋଲ
ପଲିଡୋକାନୋଲ, ଆସ୍କ୍ଲେରା ହେଉଛି ଏକ ବେପାର ନାମ, ଏକ ଔଷଧ ଯାହା ସ୍ପାଇଡର ଶିରା ଏବଂ ରେଟିକୁଲାର ଶିରା ଓ ଭେରିକଜ ଶିରା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ହେମାଞ୍ଜିଓଓମା ଏବଂ ଭାସ୍କୁଲାର ବିକୃତି ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ସ୍କ୍ଲେରୋଥେରାପିର ଏକ ଅଂଶ ଭାବରେ ଏହା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
Clinical data | |
---|---|
Synonyms |
|
AHFS/Drugs.com | monograph |
Routes of administration | Injection into a vein |
Legal status | |
Legal status | |
Identifiers | |
| |
ECHA InfoCard | 100.019.351 |
Chemical and physical data | |
Formula | C30H62O10 |
Molar mass | ୫୮୨.୮୨ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ସାମାନ୍ୟ ସ୍ଥାନୀୟ ପ୍ରତିକ୍ରିୟା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ, ରକ୍ତ ଜମାଟ ବାନ୍ଧିବା ଏବଂ ତନ୍ତୁ କ୍ଷୟ ହୋଇପାରେ | [୧] ଏହା ଏକ ନନ୍ଆୟୋନିକ୍ ଡିଟରଜେଣ୍ଟ ।[୩]
୨୦୧୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପଲିଡୋକାନୋଲକୁ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ପଲିଡୋକାନୋଲର ୨ ମିଲି ଦ୍ରବର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨ ଡଲାର ଥିଲା । [୪] ଏହା ପ୍ରସାଧନ ସାମଗ୍ରୀରେ ମଧ୍ୟ ବ୍ୟବହୃତ ହୁଏ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "DailyMed - ASCLERA- polidocanol injection, solution". dailymed.nlm.nih.gov. Archived from the original on 24 March 2021. Retrieved 28 October 2021.
- ↑ Gao Z, Zhang Y, Li W, Shi C (January 2018). "Effectiveness and safety of polidocanol for the treatment of hemangiomas and vascular malformations: A meta-analysis". Dermatologic Therapy. 31 (1). doi:10.1111/dth.12568. PMID 29082587.
- ↑ ୩.୦ ୩.୧ "Polidocanol Monograph for Professionals". Drugs.com (in ଇଂରାଜୀ). Archived from the original on 28 May 2016. Retrieved 28 October 2021.
- ↑ "Asclera Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 28 October 2021.
- ↑ "ADDENDUM to the SCCP opinion on polidocanol (SCCP/1130/07)" (PDF). Archived (PDF) from the original on 14 June 2015. Retrieved 28 October 2021.