ପର୍ଫ୍ଲୋରୋହେକ୍ସିଲୋକ୍ଟେନ

ଶୁଖିଲା ଚକ୍ଷୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।

ପର୍ଫ୍ଲୋରୋହେକ୍ସିଲୋକ୍ଟେନ (ଇଂରାଜୀ ଭାଷାରେ Perfluorohexyloctane) ମିବୋ ଏହାର ଏକ ବିକ୍ରୟ ନାମ, ହେଉଛି ଶୁଖିଲା ଚକ୍ଷୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ | [] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ | []

ପର୍ଫ୍ଲୋରୋହେକ୍ସିଲୋକ୍ଟେନ
Clinical data
Trade namesMiebo
SynonymsNOV03; 1-(perfluorohexyl)octane
data
Routes of
administration
Eye drop[]
Legal status
Legal status
Identifiers
  • 1,1,1,2,2,3,3,4,4,5,5,6,6-tridecafluorotetradecane
Chemical and physical data
FormulaC14H17F13
Molar mass୪୩୨.୨୭ g·mol−1
3D model (JSmol)
  • CCCCCCCCC(F)(F)C(F)(F)C(F)(F)C(F)(F)C(F)(F)C(F)(F)F
  • InChI=1S/C14H17F13/c1-2-3-4-5-6-7-8-9(15,16)10(17,18)11(19,20)12(21,22)13(23,24)14(25,26)27/h2-8H2,1H3
  • Key:WRYIIOKOQSICTB-UHFFFAOYSA-N

ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦର୍ଶନ ହୋଇପାରେ ।[] ଏହା ଏକ ସେମିଫ୍ଲୋରିନେଟେଡ୍ ଆଲକେନ ଏବଂ ଲୁହର ବାଷ୍ପୀକରଣକୁ ରୋକିବାଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପର୍ଫ୍ଲୋରୋହେକ୍ସିଲୋକ୍ଟେନ୍ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ୩ ମିଲି ବୋତଲର ମୂଲ୍ୟ ୭୮୦ ଡଲାର ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Miebo- perfluorohexyloctane solution". DailyMed. 18 May 2023. Archived from the original on 14 August 2023. Retrieved 8 June 2023.
  2. "Miebo". GoodRx. Retrieved 14 August 2023.