ପରିକ୍ଷୀତ କରଣ
ଓଡ଼ିଆ ରାଜନୀତିଜ୍ଞ
ପରିକ୍ଷୀତ କରଣ (୨୩ ଜାନୁଆରୀ ୧୯୩୭ - ୬ ମାର୍ଚ୍ଚ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିନିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପରିକ୍ଷୀତ କରଣ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ନିର୍ବାଚନ ମଣ୍ଡଳୀ | ବିନିକା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୩ ଜାନୁଆରୀ ୧୯୩୭ |
ମୃତ୍ୟୁ | ୬ ମାର୍ଚ୍ଚ ୨୦୧୯ | (ବୟସ ୮୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ନିର୍ଦ୍ଦଳୀୟ |
ଜୀବନ ସାଥୀ | କ୍ଷୀରାବ୍ଧି ତନୟା କରଣ |
ବାପା/ବୋଉ | ବେଣୁଧର କରଣ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପରିକ୍ଷୀତ କରଣ ୧୯୩୭ ମସିହାର ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବେଣୁଧର କରଣ ଓ ପତ୍ନୀଙ୍କ ନାମ କ୍ଷୀରାବ୍ଧି ତନୟା କରଣ ।[୧]
ରାଜନୈତିକ ଜୀବନ
ସମ୍ପାଦନାପରିକ୍ଷୀତ କରଣ ଓଡ଼ିଶା ରାଜନୀତିରେ ଜଣେ ନିର୍ଦ୍ଦଳୀୟ ନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାପରିକ୍ଷୀତ କରଣ ୨୦୧୯ ମସିହାର ମାର୍ଚ୍ଚ ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Parikshit Karan". odishaassembly.nic.in. Odisha Assembly. Retrieved 19 September 2022.