ପଦ୍ମାଳୟା ଗରାବଡୁ
ଭାରତୀୟ ଓଡ଼ିଆ ପ୍ରଛଦପଟ୍ଟ ଗାୟିକା
ପଦ୍ମାଳୟା ଗରାବଡୁ, ବିବାହ ପୂର୍ବରୁ ପଦ୍ମାଳୟା ମହାପାତ୍ର, ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାୟିକା ଥିଲେ । ଆକାଶବାଣୀ କଟକରୁ ପ୍ରଚାରିତ ତାଙ୍କର ଗୀତସବୁ ଲୋକପ୍ରିୟ ହୋଇଥିଲା ।[୧][୨][୩][୪][୫][୬]
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାତାଙ୍କ ପିତା ଉପେନ୍ଦ୍ର ମହାପାତ୍ର ଜଣେ ପ୍ରଶାସନିକ ଅଧିକାରୀ ଥିଲେ । ସଙ୍ଗୀତା ଗୋସାଇଁ, ସୁଚିତ୍ରା ମହାପାତ୍ର, ଓ ସୁମିତ୍ରା ମହାପାତ୍ର ହେଲେ ତାଙ୍କର ତିନି ସାନ ଭଉଣୀ ଓ ଦୁଇ ଭାଇଙ୍କ ନାମ ଅବନୀ ଓ ଅଶ୍ୱିନୀ । ତାଙ୍କ ଝିଅଙ୍କ ନାମ ସୁମିତା ।[୭][୮]
ଗୀତ ତାଲିକା
ସମ୍ପାଦନାକ୍ରମ | ଗୀତ | ଗୀତିକାର | ମନ୍ତବ୍ୟ/ଆଧାର |
---|---|---|---|
୧ | ଆକାଶେ ପ୍ରଦୀପ ଜାଳି | ନଦୀୟା ବିହାରୀ ମହାନ୍ତି[୯] | |
୨ | ଚୈତନର ଚୁଟି | ନଦୀୟା ବିହାରୀ ମହାନ୍ତି[୧୦] | |
୩ | କହିଲ ସିଏ କିଏ | ସୁଲୋଚନା ମହାନ୍ତି[୧୧] | |
୪ | ଏତେ ସତେ ମାୟା | ନଦୀୟା ବିହାରୀ ମହାନ୍ତି[୧୨] |
ଆଧାର
ସମ୍ପାଦନା- ↑ All India Radio, N.D.; Sharma, R.S. (1966). AKASHVANI: Vol. XXXI. No. 20 ( 15 MAY, 1966 ). 33 Akashvani (Apr-June) 1966 (in ଜର୍ମାନ). All India Radio (AIR),New Delhi. p. 30. Retrieved 4 December 2023.
- ↑ Behera, K.S.; Paṭṭanāẏaka, J.; Das, H.C.; Universe (Organization) (1990). Cuttack, One Thousand Years. Cuttack, One Thousand Years. Cuttack City Millennium Celebrations Committee, The Universe. Retrieved 4 December 2023.
- ↑ Cuttack, One Thousand Years (in ଇଂରାଜୀ). Cuttack City Millennium Celebrations Committee, The Universe. 1990.
- ↑ Delhi, All India Radio (AIR), New (1966-05-15). AKASHVANI: Vol. XXXI. No. 20 ( 15 MAY, 1966 ) (in ଇଂରାଜୀ). All India Radio (AIR),New Delhi.
{{cite book}}
: CS1 maint: multiple names: authors list (link) - ↑ Delhi, All India Radio (AIR), New (1965-07-18). AKASHVANI: Vol. XXX, No. 29 ( 18 JULY, 1965 ) (in ଇଂରାଜୀ). All India Radio (AIR), New Delhi.
{{cite book}}
: CS1 maint: multiple names: authors list (link) - ↑ Delhi, Publications Division (India), New (1962-01-21). AKASHVANI: Vol. XXVII. No. 3 ( 21 JANUARY, 1962 ) (in ଇଂରାଜୀ). Publications Division (India),New Delhi.
{{cite book}}
: CS1 maint: multiple names: authors list (link) - ↑ "ଯୁଗଶ୍ରୀ ଯୁଗନାରୀ: ମେ ୨୦୨୩". ମଇ ୨୦୨୩. ISSN 2456-0804. Retrieved 2024-10-07.
- ↑ Narimahal, interview with Dr. Padmalaya Garabadu., retrieved 2023-12-03
- ↑ Padmalaya Garabadu sings...Akashe Pradeepa Jaali.... from Archival Odia Recordings, retrieved 2023-12-03
- ↑ Old Odia song. Chaitanara chuti By Padmalaya Garabadu, retrieved 2023-12-03
- ↑ Old Odia song. Kahila kie sie By Padmalaya Garabadu, retrieved 2023-12-03
- ↑ Syed Md. Ali & Padmalaya Garabadu sings..Ete Sate Maya... from Arrchival Odia Radio Recordings, retrieved 2023-12-03
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |