ପଟନୀଟପ୍ , ଜାମ୍ମୁ ଓ କାଶ୍ମୀର
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (June 2015) |
ପଟନୀଟପ୍ ବା ପତ୍ନୀ ଟପ , ଭାରତୀୟ ରାଜ୍ୟ ଜାମ୍ମୁ ଓ କାଶ୍ମୀରର ଉଧାମପୁର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ 1 Aରେ ଜାମ୍ମୁଠାରୁ ୧୧୨ କିଲୋମିଟର ଦୂରରେ ଥିବା ଏକ ପାର୍ବତ୍ୟ ରହଣି ସ୍ଥଳ । ହିମାଳୟ ପର୍ବତର ଶିବାଲିକ ରେଞ୍ଜରେ ଏହା ଅବସ୍ଥିତ । ଏହାର ପତ୍ତନ ୬,୬୪୦ ଫୁଟ , ଏହି ଅଞ୍ଚଳର ସନ୍ନିକଟରେ ଚିନାବ ନଦୀ ପ୍ରବାହିତ ହୋଇଛି ।[୧]
ପଟନୀଟପ୍ | |
---|---|
ଶୈଳ ନିବାସ | |
Country | India |
State | Jammu and Kashmir |
District | Udhampur |
Elevation | 2,024 m (6,640 ft) |
Time zone | UTC+5:30 (IST) |
PIN | 182142 |
Website | patnitop |
ପଟନୀଟପ୍ ପତନିତପ ବାଇପାସ ଟନେଲ ରାସ୍ତା
ସମ୍ପାଦନାବରଫପାତ ଓ ଶିଳାପତନ ଯୋଗୁଁ ଶୀତ କାଳରେ ଜାତୀୟ ରାଜପଥ 1A କିଛି ଦିନ ବନ୍ଦ ହେଇଯାଇ ଥାଏ । ଏହାଦ୍ୱାରା ରାସ୍ତାରେ ଗାଡି ସବୁ ବହୁ ସମୟ , ଏପରିକି ବହୁ ଦିନ ଧରି ଲାମ୍ବା ଧାଡିରେ ରାହିଜାଏ । ଏହି ସମସ୍ୟାକୁ କିଞ୍ଚିତ ଦୂର କରିବାକୁ ଚେନାନାଇ-ନାସରି ସୁଡଙ୍ଗ ବା ପଟନୀଟପ୍[୨] ସୁଡଙ୍ଗ ନିର୍ମିତ ହଉଛି । ଏହା ଚେନାନାଇଠାରୁ 2 କିଲୋମିଟର ଦୂରରୁ ଆରମ୍ଭ ହେଇ ନାସରି ଗ୍ରାମ ଯାଏ ରହିଛି ।
ସୁଡଙ୍ଗର ଦକ୍ଷିଣ ପଟ 33°02′47″N 75°16′45″E / 33.0463°N 75.2793°E and ଓ ଉତ୍ତର ପାଟ 33°07′43″N 75°17′34″E / 33.1285°N 75.2928°E.ରେ ଅବସ୍ଥିତ। ସୁଡଙ୍ଗ କାମ ପୂର୍ଣ ହେଲେ ଜାତୀୟ ରାଜପଥ ଆଉ ପଟନୀଟପ୍ ଦେଇ ଯିବ ନାହିଁ । ସୁଡଙ୍ଗ 2016ରେ କାର୍ଯ୍ୟକ୍ଷମ ହେବାର ଆକଳନ ହେଇଥିଲା । [୩]
ଗ୍ୟାଲେରି
ସମ୍ପାଦନା-
Paragliding at Patnitop
-
Dawariyai take off area at Patnitop
ଆଧାର
ସମ୍ପାଦନା- ↑ Silas, Sandeep (2005). "17. Patnitop". Discover India by Rail. Sterling Publishers. p. 47. ISBN 81-207-2939-0.
- ↑
{{cite web}}
: Empty citation (help) - ↑ http://economictimes.indiatimes.com/slideshows/infrastructure/chenani-nashri-indias-longest-road-tunnel-to-open-for-traffic-in-2016/four-lane-project/slideshow/48291517.cms