ପଞ୍ଚକୁଲା
ପଞ୍ଚକୁଲା ଏକ ଐତିହାସିକ ନଗରୀ ଅଟେ।
ପଞ୍ଚକୁଲା ଏକ ଭାରତୀୟ ପୌର କମିଟି ଅଟେ । ଏହା ହରିଆଣାର ପଞ୍ଚ୍କୁଲ ଜିଲ୍ଲାରେ ଅବସ୍ଥିତ ।
Panchkula
पंचकुला ਪੰਚਕੂਲਾ | |
---|---|
City | |
Nickname: Chandigarh Tricity | |
Country | India |
State | Haryana |
District | Panchkula |
Area | |
• ସମୁଦାୟ | 816 km2 (315 sq mi) |
Elevation | 365 m (1,198 ft) |
Languages | |
• Official | Hindi, Punjabi |
Time zone | UTC+5:30 (IST) |
PIN | 134 109 - 134 114 |
Telephone code | 91-172 |
ଯାନବାହାନ ପଞ୍ଚୀକରଣ | HR-03, HR-68, CH-01 |
Website | panchkula |
ଭୌଗଳିକ ଅବସ୍ଥିତି
ସମ୍ପାଦନାପଞ୍ଚକୁଲା ୩୦.୬୯୧୫ ଉତ୍ତର ଅକ୍ଷାଂଶ ଓ ୭୬.୮୫୩୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪୬ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଞ୍ଚକୁଲା ସହରର ମୋଟ ଜନସଂଖ୍ୟା ୩୦୮୮୭ ଅଟେ ।[୩] ସେଥି ମଧ୍ୟରୁ ୫୪.୪୮% ଜଣ ପରୁଷ ହୋଇଥିବା ବେଳେ ୪୫.୫୨% ଜଣ ନାରୀ ଅଟନ୍ତି । ପଞ୍ଚକୁଲାର ସାକ୍ଷରତା ହାର ୭୭.୮୫% ଅଟେ । ଏହା ଜାତୀୟ ହାରଠାରୁ -୧୩.୦୧% ପ୍ରତିଶତ କମ ଅଟେ । ସେଥିରୁ ୪୪.୩୦% ପ୍ରତିଶତ ପୁରୁଷ ଓ ୩୩.୫୫% ନାରୀ ଅଟନ୍ତି । ୧୧.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ପଞ୍ଚକୁଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.