[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Pakyong
Pakim
पाक्किम
city
Country India
StateSikkim
DistrictEast Sikkim
Elevation
1,120 m (3,670 ft)
Languages
Time zoneUTC+5:30 (IST)
PIN
737 106
Telephone code03592
ଯାନବାହାନ ପଞ୍ଚୀକରଣSK

ପକ୍ଯୋଙ୍ଗ (ନେପାଳୀ: पाक्किम) ଭାରତୀୟ ରାଜ୍ୟ ସିକ୍କିମର ପୂର୍ବ ଅଞ୍ଚଳରେ ଥିବା ଏକ ସହରାଞ୍ଚଳ । ଏହା ହିମାଲୟ ପର୍ବତର ପାଦ ଦେଶରେ ଅବସ୍ଥିତ । ଏହା ପୂର୍ବରୁ ଏକ ସାନ ବସତି ଥିବା ବେଳେ ସରକାରଙ୍କ ତରଫରୁ ଏହାର ନିକଟବର୍ତୀ ସ୍ଥାନରେ ବିମାନ ବନ୍ଦର ସ୍ଥାପନ ହେଲା ପରେ ଏହାର ବହୁଳ ବୃଦ୍ଧି ଘଟିଥିଲା । [୧]

ସହରରେ ଏକ ପ୍ରାଚୀନ ମିସନାରୀ (ସ୍କୁଲ ଥିବା ସହ ଏହି ସହରରୁ ପଦ୍ମଶ୍ରୀ ପାଇଥିବା ପ୍ରକତାନ ଜାତୀୟ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆଙ୍କ ଜନ୍ମ ଓ ଶିଷ୍ୟା ସ୍ଥଳ । ଏଠାରେ ଜାତୀୟ ରିସର୍ଚ କେନ୍ଦ୍ର ଟିଏ ମାନଧୀ ରହିଛି ।[୨]

ଜନସଂଖ୍ୟା  ସମ୍ପାଦନା

2011 ମସିହା ଜନଗଣନା ଅନୁସାରେ ଏଠି ସହରର ଜନସଂଖ୍ୟା ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ହେଇଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା । 6 ବର୍ଷରୁ କମ ସଂଖ୍ୟା ଥିଲା । ଏଠାରେ ସାକ୍ଷ୍ୟରତା ହାର  % ଥିଲା , ଯାହା ଜାତୀୟ ସାକ୍ଷ୍ୟରତା ହାରଠାରୁ ଅଧିକ ଥିଲା ।

 ଭୌଗୋଳିକ ଅବସ୍ଥିତି   ସମ୍ପାଦନା

ଏହାର ଭୌଗୋଳିକ ଅବସ୍ଥିତି  27.2394°N 88.5961°Eଠାରେ ।   । ଏହା ସମୁଦ୍ର ପତ୍ତନଠାରୁ 1700  ମିଟର ଉପରେ ରହିଛି ।  ଏହାର ସୀମାକୁ ଲାଗି ଭୁଟାନ ଓ ତିବତୀୟ ପାର୍ବତ୍ଯ ଇଲାକା ରହିଛି । ଏହା ଏକ କୃଷି ପ୍ରଧାନ ଅଞ୍ଚଳ । 

ଆଧାର  ସମୂହ  ସମ୍ପାଦନା