ନୟାବଜାର
ସିକ୍କିମର ସହର
ନୟାବଜାର , ଭାରତୀୟ ରାଜ୍ୟ ସିକ୍କିମର ପଶ୍ଚିମ ସିକ୍କିମ ଜିଲ୍ଲାର ଏହା ସହରାଞ୍ଚଳ । ଏହା ନିକଟରେ ପ୍ରବାହିତ ରଙ୍ଗିତ ନଦୀ ରହିଛି । ରାଜ୍ୟ ରାଜଧାନୀ ଗାଙ୍ଗଟକଠାରୁ ଏହାର ଦୂରତା 109 କିଲୋମିଟର ।
Nayabazar | |
---|---|
city | |
Country | India |
State | Sikkim |
District | West |
Population (2011) | |
• Total | ୧,୨୩୫ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | SK |
ଜନସଂଖ୍ୟା
ସମ୍ପାଦନା2011 ଜନଗଣନା ଅନୁସାରେ ଏଠାରେ 252ଟି ପରିବାରର 1,235 ଜଣ ବସବାସ କରନ୍ତି । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 66 ହେଇଥିବାବେଳେ ମହିଳା ଅସଙ୍ଖ୍ଯା 579 ଓ 6 ବର୍ଷରୁ କମ ଆବାଡି 136 ରହିଥିଲା । [୧]ପୂର୍ବରୁ 2001 ଜନଗଣନାରେ ଜନସଂଖ୍ୟା 996 ଥିଲା । .[୨]
ଆଧାର
ସମ୍ପାଦନା- ↑ District Census Handbook: Sikkim (PDF). Government of India. 2011. p. 40.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.