[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nongstoin
Nongstiiñ
city
ଦେଶ India
ରାଜ୍ୟMeghalaya
ଜିଲ୍ଲାWest Khasi Hills
Elevation
1,409 m (4,623 ft)
Population
 (2011)[୧]
 • Total୨୮,୭୪୨
Time zoneUTC+5:30 (IST)
<!-- PIN -->
793119
ଯାନବାହାନ ପଞ୍ଚୀକରଣML 06

ନୋଙ୍ଗଷ୍ଟୋଇନ ଏକ ଭାରତୀୟ ସହର ଅଞ୍ଚଳ କମିଟି (Town Area Committee) ଅଟେ । ଏହା ମେଘାଳୟର ୱେସ୍ତ୍ ଖସି ହିଲ୍ଲ୍ସ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନୋଙ୍ଗଷ୍ଟୋଇନ ୨୫.୫୧୬୦ ଉତ୍ତର ଅକ୍ଷାଂଶ ଓ ୯୧.୨୬୮୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୦୨୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନୋଙ୍ଗଷ୍ଟୋଇନ ସହରର ମୋଟ ଜନସଂଖ୍ୟା ୨୨୦୦୩ ଅଟେ ।[୩] ସେଥି ମଧ୍ୟରୁ ୫୦.୪୨% ଜଣ ପରୁଷ ହୋଇଥିବା ବେଳେ ୪୯.୫୮% ଜଣ ନାରୀ ଅଟନ୍ତି । ନୋଙ୍ଗଷ୍ଟୋଇନର ସାକ୍ଷରତା ହାର ୬୬.୫୫% ଅଟେ । ଏହା ଜାତୀୟ ହାରଠାରୁ ୧.୭୧% ପ୍ରତିଶତ କମ ଅଟେ । ସେଥିରୁ ୩୩.୮୦% ପ୍ରତିଶତ ପୁରୁଷ ଓ ୩୨.୭୫% ନାରୀ ଅଟନ୍ତି । ୨୨.୮୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ଇଂରାଜୀ, ଗାରୋ, ଖାସୀ ନୋଙ୍ଗଷ୍ଟୋଇନର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା