[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Neyveli
நெய்வேலி
Neyveli Township
Neyveli Thermal Power plant
Neyveli Thermal Power plant
Nickname: 
Neyveli T.S
ଦେଶ India
ରାଜ୍ୟTamil Nadu
ଜିଲ୍ଲା Taluk=PanrutiCuddalore
Elevation
87 m (285 ft)
Population
 (2011)
 • Total୧,୦୫,୬୮୭
ଭାଷା
 • ସରକାରୀTamil
Time zoneUTC+5:30 (IST)
<!-- PIN -->
607802
ଯାନବାହାନ ପଞ୍ଚୀକରଣTN-91

ନେଭେଲି ଏକ ଭାରତୀୟ ସହର ଅଟେ । ଏହା ତାମିଲନାଡୁର କୁଦ୍ଦଲୋରେ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନେଭେଲି ୧୩.୨୦୦୦ ଉତ୍ତର ଅକ୍ଷାଂଶ ଓ ୭୯.୯୦୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନେଭେଲି ସହରର ମୋଟ ଜନସଂଖ୍ୟା ୧୨୮୧୩୩ ଅଟେ ।[୨] ସେଥି ମଧ୍ୟରୁ ୫୧.୨୨% ଜଣ ପରୁଷ ହୋଇଥିବା ବେଳେ ୪୮.୭୮% ଜଣ ନାରୀ ଅଟନ୍ତି । ନେଭେଲିର ସାକ୍ଷରତା ହାର ୭୭.୫୯% ଅଟେ । ଏହା ଜାତୀୟ ହାରଠାରୁ ୧୨.୭୫% ପ୍ରତିଶତ କମ ଅଟେ । ସେଥିରୁ ୪୨.୪୯% ପ୍ରତିଶତ ପୁରୁଷ ଓ ୩୫.୦୯% ନାରୀ ଅଟନ୍ତି । ୧୧.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ତାମିଲ ନେଭେଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା