ନେପାଫେନାକ
ନେପାଫେନାକ (ଇଂରାଜୀ ଭାଷାରେ Nepafenac), ଅନ୍ୟମାନଙ୍କ ମଧ୍ୟରେ ନେଭାନାକ୍ ଏକ ବିକ୍ରୟ ନାମ, ହେଉଛି, ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଯାହା ମୋତିଆବିନ୍ଦୁ ଅସ୍ତ୍ରୋପଚାର ସହିତ ଜଡିତ ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨]
Clinical data | |
---|---|
Trade names | Nevanac, Ilevro, Amnac, others |
AHFS/Drugs.com | monograph |
MedlinePlus | a606007 |
data | |
Pregnancy category | |
Routes of administration | Eye drops |
Legal status | |
Legal status |
|
Identifiers | |
| |
ECHA InfoCard | 100.207.414 |
Chemical and physical data | |
Formula | C15H14N2O2 |
Molar mass | ୨୫୪.୨୯ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଉତ୍ତେଜନା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେରାଟାଇଟିସ ଏବଂ ହାଇଫେମା ହୋଇପାରେ ।[୩] ଏହା କକ୍ସ-୧ ଓ କକ୍ସ-୨ (COX-1 ଏବଂ COX-2)କୁ ପ୍ରତିରୋଧ କରିବା ଫଳରେ ପ୍ରୋଷ୍ଟାଗ୍ଲାଡିନ୍ ହ୍ରାସ ହୁଏ ।[୩] [୨]
୨୦୦୫ ମସିହାରେ ଆମେରିକାରେ ଏବଂ ୨୦୦୭ରେ ୟୁରୋପରେ ଚିକିତ୍ସା ପାଇଁ ନେପାଫେନାକ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ବୋତଲର ମୂଲ୍ୟ ୧୫ ପାଉଣ୍ଡ ଥିଲା।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୯୦ ଡଲାର ଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Nepafenac ophthalmic Use During Pregnancy". Drugs.com. 6 June 2019. Archived from the original on 25 January 2021. Retrieved 13 September 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Nevanac". Archived from the original on 7 July 2020. Retrieved 12 November 2021.
- ↑ ୩.୦ ୩.୧ ୩.୨ "Nepafenac Monograph for Professionals". Drugs.com (in ଇଂରାଜୀ). Archived from the original on 22 April 2016. Retrieved 12 November 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1206. ISBN 978-0857114105.
- ↑ "Nevanac Prices, Coupons & Savings Tips - GoodRx". GoodRx. Archived from the original on 27 May 2020. Retrieved 12 November 2021.