ନୀଳଚକ୍ରନଗର
ନୀଳଚକ୍ରନଗର ଓଡିଶାର ପୁରୀ ଜିଲ୍ଲାରେ ଅବସ୍ଥିତ |
ନୀଳଚକ୍ରନଗର ପୁରୀ ଜିଲ୍ଲାର ଗୋପିନାଥପୁର ପଞ୍ଚାୟତରେ ଅବସ୍ଥିତ | ଏହା ମଧ୍ୟରେ ଆଠଟି ଗଳି ରହିଛି |
ଇତିହାସ
ସମ୍ପାଦନା
ଅବସ୍ଥିତି
ସମ୍ପାଦନାନୀଳଚକ୍ରନଗର ଅଠରନଳା ନିକଟରେ ଅବସ୍ଥିତ | ଯାହାକି ପୁରୀର ପ୍ରବେଶ ପଥ ରୂପେ ପରିଚିତ | ନୀଳଚକ୍ରନଗରର ଅନ୍ୟ ଏକ ପାଶ୍ୱରେ ମୂଷାନଈ ଅବସ୍ଥିତ | ଏହାର ନିକଟରେ ଅାଖଣ୍ଡଳମଣି ମନ୍ଦିର ରହିଛି | ଏହା ମଧ୍ୟ ୨୦୩ ନଂ ଜାତୀୟ ରାଜପଥକୁ ସଲଗ୍ନ ହୋଇଛି | ଏହାର ଅନ୍ୟ ଏକ ପାର୍ଶ୍ୱରେ ପୁରୀର ଏକମାତ୍ର ଚିଙ୍ଗୁଡି ଫ୍ୟାକ୍ଟ୍ରି ରହିଛି, ଯାହାକି ୨୦୩ ନଂ ଜାତୀୟ ରାଜପଥକୁ ମଧ୍ୟ ସଲଗ୍ନ ହୋଇଛି |
ଦିଗବାରେଣି: ୧୯୫°୪୯’୧୩″ଉ ୮୫°୪୯′୫୭″ପୂ[୧]
ଠିକଣା
ସମ୍ପାଦନାନିକଟବତ୍ତୀ ସ୍ଥାନ
ସମ୍ପାଦନାନରେନ୍ଦ୍ର ପୋଖରୀ – ୧.୧ କିମି
ସବୋଦୟ ନଗର – ୧.୨ କିମି
ମୁକୁନ୍ଦମିଶ୍ର ନଗର – ୧.୩ କିମି
ଗୋପିନାଥପୁର – ୦.୪ କିମି
ନିକଟବତ୍ତୀ ସହର
ସମ୍ପାଦନାଉତ୍ତରା–୪୩ କିମି
ଜଟଣି–୪୪ କିମି
ଜଗତସିଂହପୁର–୬୧ କିମି
ବାଣପୁର–୭୩ କିମି
ଦଶପଲ୍ଲା–୧୨୦ କିମି