ନୀଳଚକ୍ରନଗର

ନୀଳଚକ୍ରନଗର ଓଡିଶାର ପୁରୀ ଜିଲ୍ଲାରେ ଅବସ୍ଥିତ |

ନୀଳଚକ୍ରନଗର ପୁରୀ ଜିଲ୍ଲାର ଗୋପିନାଥପୁର ପଞ୍ଚାୟତରେ ଅବସ୍ଥିତ | ଏହା ମଧ୍ୟରେ ଆଠଟି ଗଳି ରହିଛି |

ନିଲଚକ୍ର ନ‌ଗର, ପୁରୀ

ଇତିହାସ ସମ୍ପାଦନା


ଅବସ୍ଥିତି ସମ୍ପାଦନା

ନୀଳଚକ୍ରନଗର ଅଠରନଳା ନିକଟରେ ଅବସ୍ଥିତ | ଯାହାକି ପୁରୀର ପ୍ରବେଶ ପଥ ରୂପେ ପରିଚିତ | ନୀଳଚକ୍ରନଗରର ଅନ୍ୟ ଏକ ପାଶ୍ୱରେ ମୂଷାନଈ ଅବସ୍ଥିତ | ଏହାର ନିକଟରେ ଅାଖଣ୍ଡଳମଣି ମନ୍ଦିର ରହିଛି | ଏହା ମଧ୍ୟ ୨୦୩ ନଂ ଜାତୀୟ ରାଜପଥକୁ ସଲଗ୍ନ ହୋଇଛି | ଏହାର ଅନ୍ୟ ଏକ ପାର୍ଶ୍ୱରେ ପୁରୀର ଏକମାତ୍ର ଚିଙ୍ଗୁଡି ଫ୍ୟାକ୍ଟ୍ରି ରହିଛି, ଯାହାକି ୨୦୩ ନଂ ଜାତୀୟ ରାଜପଥକୁ ମଧ୍ୟ ସଲଗ୍ନ ହୋଇଛି |
ଦିଗବାରେଣି: ୧୯୫°୪୯’୧୩″ଉ ୮୫°୪୯′୫୭″ପୂ[୧]

ଠିକଣା ସମ୍ପାଦନା

ନୀଳଚକ୍ରନଗର, ଗୋପିନାଥପୁର, ପୁରୀସଦର
ପୁରୀ, ଓଡ଼ିଶା
ପିନ୍–୭୫୨୦୦୨[୧]

ନିକଟବତ୍ତୀ ସ୍ଥାନ ସମ୍ପାଦନା

ନରେନ୍ଦ୍ର ପୋଖରୀ – ୧.୧ କିମି
ସବୋଦୟ ନଗର – ୧.୨ କିମି
ମୁକୁନ୍ଦମିଶ୍ର ନଗର – ୧.୩ କିମି
ଗୋପିନାଥପୁର – ୦.୪ କିମି

ନିକଟବତ୍ତୀ ସହର ସମ୍ପାଦନା

ଉତ୍ତରା–୪୩ କିମି
ଜଟଣି–୪୪ କିମି
ଜଗତସିଂହପୁର–୬୧ କିମି
ବାଣପୁର–୭୩ କିମି
ଦଶପଲ୍ଲା–୧୨୦ କିମି

ଆଧାର ସମ୍ପାଦନା

  1. ୧.୦ ୧.୧ "ଆଧାର". yes. wikipamia. Retrieved 4 May 2016.