ନୀନା ଚୀମା

ଭାରତୀୟ ଅଭିନେତ୍ରୀ

ନୀନା ଚୀମା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ପଞ୍ଜାବୀ ଓ ହିନ୍ଦୀ ଧାରାବାହିକରେ ଅଭିନୟ କରନ୍ତି । ୧୯୮୮ ମମସିହାରେ, ପ୍ରଥମେ ସେ ପଞ୍ଜାବୀ ଧାରାବାହିକାରେ କାମ କରୁଥିଲେ ଏବଂ ପରେ ମୁମ୍ବାଇ ଆସିଥିଲେ ଏବଂ ହିନ୍ଦୀ ଧାରାବାହିକରେ କାମ କରୁଛନ୍ତି । ସେ ଥିଏଟରରେ ମଧ୍ୟ କାମ କରିଛନ୍ତି । ସେ ପଞ୍ଜାବୀ ଓ ହିନ୍ଦୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ନୀନା ଚୀମା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୩–ଏବେଯାଏଁ

ଅଭିନୟ ଜୀବନ

ସମ୍ପାଦନା

ଅଭିନୀତ କଥାଚିତ୍ର

ସମ୍ପାଦନା
  • ମନ୍ (୧୯୯୯)

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା ଭାଷା ଚେନାଲ୍
୧୯୮୮ ଖାନାବାଦୋଷ ଉର୍ଦ୍ଦୁ
୧୯୮୯ ଫ୍ଲସ୍ ଶୋ ବିଭିନ୍ନ ଚରିତ୍ର ହିନ୍ଦୀ ଡିଡି ନ୍ୟାସ୍‌ନାଲ୍
୧୯୯୩–୧୯୯୪ ଲଫାଫି ପ୍ରୀତୋ/ଲଫାଫି ପଞ୍ଜାବୀ ଜଳନ୍ଧର ଦୂରଦର୍ଶନ
୧୯୯୬ ପର୍ଛାବେନ୍ ଦେବ୍ୟାନି/ଦେବୋ
୨୦୦୪ ଆକ୍ରୋଶ ଗୁରୁମା ହିନ୍ଦୀ ଡିଡି ନ୍ୟାସନାଲ୍
୨୦୧୨ ସାବଧାନ ଇଣ୍ଡିଆ ଲାଇଫ୍ ଓକେ
୨୦୧୩ ଅର୍ଜୁନ କଲ୍ୟାଣୀ ପି. ସିଂହ ଷ୍ଟାର୍ ପ୍ଲସ୍
୨୦୧୫–୨୦୧୬ କଳସ ସାବିତ୍ରୀ ଦେଓଲ ଲାଇଫ୍ ଓକେ
୨୦୧୬ କବଚ ଦମୟନ୍ତି କଲର୍ସ୍ ଟିଭି
୨୦୧୮ କାଲୀରେଁ କାବେରୀ ଢିଙ୍ଗ୍ରା ଜୀ ଟିଭି
୨୦୧୮–୨୦୧୯ ସିଲ୍‌ସିଲା ବାତେଁ ରିସ୍ତୋଁ କା ଯାମିନୀ ଦେବୀ ମାଲହୋତ୍ରା କଲର୍ସ୍ ଟିଭି
୨୦୧୯–୨୦୨୦ କୁମ୍‌କୁମ୍ ଭାଗ୍ୟ ସରିତା ଗୁପ୍ତା ଜୀ ଟିଭି
୨୦୨୧ ତେରି ଲାଡ୍‌ଲି ମେଁ ଦୁର୍ଗା କୁମାରୀ ବଶିଷ୍ଠ ଷ୍ଟାର୍ ଭାରତ
୨୦୨୧–ଏବେଯାଏଁ ଭାଗ୍ୟ ଲକ୍ଷ୍ମୀ ହର୍ଲିନ ଓବରଏ ଜୀ ଟିଭି
୨୦୨୨–୨୦୨୩ ପରିଣୀତି ବୀଜି କଲର୍ସ୍ ଟିଭି

ଟେଲିଫିଲ୍ମ

ସମ୍ପାଦନା
  • ଚାଚା ମାରେଙ୍ଗେ (ହିନ୍ଦୀ)
  • ଚୁନିୟା (ହିନ୍ଦୀ, ୧୯୯୦)
  • ଆଗୋଷ (ହିନ୍ଦୀ, ୧୯୮୭)
  • ଥେସ୍ (ହିନ୍ଦୀ, ୧୯୮୫)
  • ସାଇଲାବ୍ (ହିନ୍ଦୀ, ୧୯୮୫)

ଟେଲି ଡ୍ରାମା

ସମ୍ପାଦନା
  • ଗ୍ୟାସ୍ ରେଗୁଲେଟର୍ (ହିନ୍ଦୀ)
  • ଲଡ଼ାୟି (ହିନ୍ଦୀ, ୧୯୯୩)
  • ୱାପିସ୍ (ହିନ୍ଦୀ, ୧୯୮୩)

ମଞ୍ଚ ଡ୍ରାମା

ସମ୍ପାଦନା
  • ରାଙ୍ଗନଗରୀ (ହିନ୍ଦୀ)

ବାହାର ଲିଙ୍କ୍

ସମ୍ପାଦନା