ନୀନା ଚୀମା
ଭାରତୀୟ ଅଭିନେତ୍ରୀ
ନୀନା ଚୀମା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ପଞ୍ଜାବୀ ଓ ହିନ୍ଦୀ ଧାରାବାହିକରେ ଅଭିନୟ କରନ୍ତି । ୧୯୮୮ ମମସିହାରେ, ପ୍ରଥମେ ସେ ପଞ୍ଜାବୀ ଧାରାବାହିକାରେ କାମ କରୁଥିଲେ ଏବଂ ପରେ ମୁମ୍ବାଇ ଆସିଥିଲେ ଏବଂ ହିନ୍ଦୀ ଧାରାବାହିକରେ କାମ କରୁଛନ୍ତି । ସେ ଥିଏଟରରେ ମଧ୍ୟ କାମ କରିଛନ୍ତି । ସେ ପଞ୍ଜାବୀ ଓ ହିନ୍ଦୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
ନୀନା ଚୀମା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୩–ଏବେଯାଏଁ |
ଅଭିନୟ ଜୀବନ
ସମ୍ପାଦନାଅଭିନୀତ କଥାଚିତ୍ର
ସମ୍ପାଦନା- ମନ୍ (୧୯୯୯)
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା | ଭାଷା | ଚେନାଲ୍ |
---|---|---|---|---|
୧୯୮୮ | ଖାନାବାଦୋଷ | ଉର୍ଦ୍ଦୁ | ||
୧୯୮୯ | ଫ୍ଲସ୍ ଶୋ | ବିଭିନ୍ନ ଚରିତ୍ର | ହିନ୍ଦୀ | ଡିଡି ନ୍ୟାସ୍ନାଲ୍ |
୧୯୯୩–୧୯୯୪ | ଲଫାଫି | ପ୍ରୀତୋ/ଲଫାଫି | ପଞ୍ଜାବୀ | ଜଳନ୍ଧର ଦୂରଦର୍ଶନ |
୧୯୯୬ | ପର୍ଛାବେନ୍ | ଦେବ୍ୟାନି/ଦେବୋ | ||
୨୦୦୪ | ଆକ୍ରୋଶ | ଗୁରୁମା | ହିନ୍ଦୀ | ଡିଡି ନ୍ୟାସନାଲ୍ |
୨୦୧୨ | ସାବଧାନ ଇଣ୍ଡିଆ | ଲାଇଫ୍ ଓକେ | ||
୨୦୧୩ | ଅର୍ଜୁନ | କଲ୍ୟାଣୀ ପି. ସିଂହ | ଷ୍ଟାର୍ ପ୍ଲସ୍ | |
୨୦୧୫–୨୦୧୬ | କଳସ | ସାବିତ୍ରୀ ଦେଓଲ | ଲାଇଫ୍ ଓକେ | |
୨୦୧୬ | କବଚ | ଦମୟନ୍ତି | କଲର୍ସ୍ ଟିଭି | |
୨୦୧୮ | କାଲୀରେଁ | କାବେରୀ ଢିଙ୍ଗ୍ରା | ଜୀ ଟିଭି | |
୨୦୧୮–୨୦୧୯ | ସିଲ୍ସିଲା ବାତେଁ ରିସ୍ତୋଁ କା | ଯାମିନୀ ଦେବୀ ମାଲହୋତ୍ରା | କଲର୍ସ୍ ଟିଭି | |
୨୦୧୯–୨୦୨୦ | କୁମ୍କୁମ୍ ଭାଗ୍ୟ | ସରିତା ଗୁପ୍ତା | ଜୀ ଟିଭି | |
୨୦୨୧ | ତେରି ଲାଡ୍ଲି ମେଁ | ଦୁର୍ଗା କୁମାରୀ ବଶିଷ୍ଠ | ଷ୍ଟାର୍ ଭାରତ | |
୨୦୨୧–ଏବେଯାଏଁ | ଭାଗ୍ୟ ଲକ୍ଷ୍ମୀ | ହର୍ଲିନ ଓବରଏ | ଜୀ ଟିଭି | |
୨୦୨୨–୨୦୨୩ | ପରିଣୀତି | ବୀଜି | କଲର୍ସ୍ ଟିଭି |
ଟେଲିଫିଲ୍ମ
ସମ୍ପାଦନା- ଚାଚା ମାରେଙ୍ଗେ (ହିନ୍ଦୀ)
- ଚୁନିୟା (ହିନ୍ଦୀ, ୧୯୯୦)
- ଆଗୋଷ (ହିନ୍ଦୀ, ୧୯୮୭)
- ଥେସ୍ (ହିନ୍ଦୀ, ୧୯୮୫)
- ସାଇଲାବ୍ (ହିନ୍ଦୀ, ୧୯୮୫)
ଟେଲି ଡ୍ରାମା
ସମ୍ପାଦନା- ଗ୍ୟାସ୍ ରେଗୁଲେଟର୍ (ହିନ୍ଦୀ)
- ଲଡ଼ାୟି (ହିନ୍ଦୀ, ୧୯୯୩)
- ୱାପିସ୍ (ହିନ୍ଦୀ, ୧୯୮୩)
ମଞ୍ଚ ଡ୍ରାମା
ସମ୍ପାଦନା- ରାଙ୍ଗନଗରୀ (ହିନ୍ଦୀ)
ଆଧାର
ସମ୍ପାଦନା- http://www.tvbasti.com/tvshow/Sabki-Laadli-Bebo/275 Archived 11 August 2016 at the Wayback Machine.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ନୀନା ଚୀମା