ନୀତା ଅଶୋକ

ଭାରତୀୟ ଅଭିନେତ୍ରୀ

ନୀତା ଅଶୋକ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ କନ୍ନଡ଼ କଥାଚିତ୍ର ଜଗତରେ ତାଙ୍କ କାମ ପାଇଁ ଜଣାଶୁଣା ।[] ସେ ତୁଳୁ କଥାଚିତ୍ର ଜବରଦସ୍ତ ଶଙ୍କର (୨୦୧୯) ସହିତ ଅଭିନୟ ଆରମ୍ଭ କରିଥିଲେ । ୨୦୨୨ ମସିହାରେ ସେ ବିକ୍ରାନ୍ତ ରୋଣା ଜରିଆରେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[]

ନୀତା ଅଶୋକ
ଜନ୍ମ
ନୀତା ଅଶୋକ ହେର୍ଲେ

(1991-02-01) ୧ ଫେବୃଆରୀ ୧୯୯୧ (ବୟସ ୩୩)[]
କୋଟା, ଉଦୁପି, କର୍ଣ୍ଣାଟକ, ଭାରତ][]
ଶିକ୍ଷାଏମ୍‌ବିଏ ଫାଇନାନ୍ସ[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୪ – ଏବେଯାଏଁ
ପିତାମାତାଅଶୋକ ହେର୍ଲେ (ବାପା)
ଗୀତା ହେର୍ଲେ (ମାଆ)[]

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ନୀତା କର୍ଣ୍ଣାଟକର ଉଡୁପି ଜିଲ୍ଲା ଅନ୍ତର୍ଗତ କୋଟା ଗ୍ରାମ ନାମକ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ କୋଟା ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[] ସେ ଦିଲ୍ଲୀ, ମାଙ୍ଗାଲୁରୁବେଙ୍ଗାଲୁରୁ ରହୁଥିଲେ ।[][] ତାଙ୍କ ବାପା ଅଶୋକ ହେର୍ଲେ ଜଣେ ବ୍ୟାଙ୍କର ଓ ମାଆ ଗୀତା ଅଶୋକ ଜଣେ ଗୃହିଣୀ । ସେ ଶିବରାମ କାରନାଥଙ୍କ ଅଣନାତୁଣୀ ।[]

ଅଭିନୟ ଜୀବନ

ସମ୍ପାଦନା

ନୀତା ଅଶୋକ ତିନୋଟି କନ୍ନଡ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି, ଯେଉଁଥିରେ ଯଶୋଦେ, ନା ନିନ୍ନା ବିଦାଲାରେନୀଲାମ୍ବରୀ ଆଦି ଅନ୍ୟତମ । ଦୂରଦର୍ଶନରେ ସେ ଏକ ହିନ୍ଦୀ ଧାରାବାହିକରେ ମଧ୍ୟ କାମ କରିଛ୍ନତି । ସେ ଦେବଦାସ କାପିକାଡ଼ଙ୍କଦ୍ୱାରା ନିର୍ଦ୍ଦେଶିତ ତୁଳୁ କଥାଚିତ୍ର ଜବରଦସ୍ତ ଶଙ୍କରରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ସହ ଅର୍ଜୁନ କାପିକାଡ଼ ଅଭିନୟ କରିଥିଲେ । ସେ କଲର୍ସ କନ୍ନଡ଼ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁଦୀପଙ୍କୁ ଭେଟିବା ପରେ, ତାଙ୍କୁ ବିକ୍ରାନ୍ତ ରୋଣାରେ (୨୦୨୨) କାମ କରିବାର ସୁଯୋଗ ମିଳିଥିଲା ।[]

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ଆଧାର
୨୦୧୯ ଜବରଦସ୍ତ ଶଙ୍କର ଲାବନ୍ୟା ତୁଳୁ []
୨୦୨୨ ବିକ୍ରାନ୍ତ ରୋଣା ଅପର୍ଣ୍ଣା ବଲ୍ଲାଲ "ପନ୍ନା" କନ୍ନଡ଼ା [୧୦][୧୧]

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା ଭାଷା  
୨୦୧୪ ଯଶୋଦେ ଯଶୋଦେ କନ୍ନଡ଼ା [୧୨]
୨୦୧୬ ନା ନିନ୍ନା ବିଦାଲାରେ ନନ୍ଦିନୀ []
ଆଶିୟାଁ ହିନ୍ଦୀ []
୨୦୧୮ ନୀଲାମ୍ବରୀ କନ୍ନଡ଼ା [୧୩]

ପୁରସ୍କାର ଓ ନାମାଙ୍କନ

ସମ୍ପାଦନା
ବର୍ଷ ପୁରସ୍କାର ବର୍ଗ କଥାଚିତ୍ର ଫଳାଫଳ ଆଧାର
୨୦୨୩ ୧୧ଶ ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ୍ ମୁଭି ଆୱାର୍ଡ଼ସ୍ ଶ୍ରେଷ୍ଠ ନବାଗତା - କନ୍ନଡ଼ା ବିଜେତା [୧୪]
  1. "Happy birthady to Neetha Ashok of #VikrantRona fame". Bangalore Times Twitter. Archived from the original on 12 August 2022. Retrieved 12 August 2022.
  2. ୨.୦ ୨.୧ ୨.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; bb ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "Serial actors perform at Chitradurga". The Times of India. 14 October 2018. Archived from the original on 26 July 2022. Retrieved 26 July 2022.
  4. A. Sharadhaa (21 July 2022). "Debuting with Vikrant Rona is like getting golden gift: Neetha Ashok". The New Indian Express. Archived from the original on 26 July 2022. Retrieved 26 July 2022.
  5. "ವಿಕ್ರಾಂತ್ ರೋಣ ಸಿನಿಮಾಗೆ ನೀತಾ ಅಶೋಕ್ ಸೆಲೆಕ್ಟ್ ಆಗಿದ್ದು ಹೇಗೆ?". YouTube. 27 February 2021. Archived from the original on 12 August 2022. Retrieved 12 August 2022.
  6. ୬.୦ ୬.୧ ୬.୨ ୬.୩ * SHASHIPRASAD SM (18 August 2018). "A scary act". Deccan Chronicle. Archived from the original on 26 July 2022. Retrieved 26 July 2022.
  7. KM Sathish Bellanki (8 November 2019). "ನೀತಾ ನಟನಾ ವೈಖರಿ". Prajavani (in କନ୍ନଡ). Archived from the original on 26 July 2022. Retrieved 26 July 2022.
  8. A. Sharadhaa (13 February 2021). "Neetha Ashok: I am just lucky". Cinema Express. Archived from the original on 26 July 2022. Retrieved 26 July 2022.
  9. KM Sathish Bellanki (8 November 2019). "ನೀತಾ ನಟನಾ ವೈಖರಿ". Prajavani (in କନ୍ନଡ). Archived from the original on 26 July 2022. Retrieved 26 July 2022.
  10. "Actress Neetha Ashok's look from Phantom revealed". The Times of India. Archived from the original on 26 July 2022. Retrieved 26 July 2022.
  11. "Chittara Star Awards". awards.chittaranews.com. Archived from the original on 2023-05-02. Retrieved 2024-03-29.
  12. * A. Sharadhaa (20 August 2020). "Neetha Ashok gets her first big break in 'Phantom'". The New Indian Express. Archived from the original on 26 July 2022. Retrieved 26 July 2022.
  13. * "Neetha returns to the small screen". The Times of India. 9 August 2018. Archived from the original on 26 July 2022. Retrieved 26 July 2022.
  14. "SIIMA Awards 2023: RRR, 777 Charlie win big; Jr NTR, Yash named Best Actors; Sreeleela and Srinidhi Shetty are Best Actresses". Indian Express. Retrieved 2023-09-15.

ବାହାର ଲିଙ୍କ୍

ସମ୍ପାଦନା