ନିଶାମଣି ଖୁଣ୍ଟିଆ
ଓଡ଼ିଆ ରାଜନେତା
ନିଶାମଣି ଖୁଣ୍ଟିଆ (ମୃତ୍ୟୁ: ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ନିଶାମଣି ଖୁଣ୍ଟିଆ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ପ୍ରତାପ ଚନ୍ଦ୍ର ମହାନ୍ତି |
ପର ଅଧିକାରୀ | ପ୍ରତାପ ଚନ୍ଦ୍ର ମହାନ୍ତି |
ନିର୍ବାଚନ ମଣ୍ଡଳୀ | ତିର୍ତ୍ତୋଲ |
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୧ | |
ପର ଅଧିକାରୀ | ପ୍ରତାପ ଚନ୍ଦ୍ର ମହାନ୍ତି |
ନିର୍ବାଚନ ମଣ୍ଡଳୀ | ତିର୍ତ୍ତୋଲ |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧୯୮୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ଶାନ୍ତୁସୁଧା ଦେବୀ |
ବାପା/ବୋଉ | ମନ୍ଦାରଧର ଖୁଣ୍ଟିଆ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାନିଶାମଣି ଖୁଣ୍ଟିଆଙ୍କ ବାପାଙ୍କ ନାମ ମନ୍ଦାରଧର ଖୁଣ୍ଟିଆ ଓ ପତ୍ନୀଙ୍କ ନାମ ଶାନ୍ତୁସୁଧା ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାନିଶାମଣି ଖୁଣ୍ଟିଆ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ତିର୍ତ୍ତୋଲ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୫୭ | ୧୯୬୭ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ତିର୍ତ୍ତୋଲ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ତିର୍ତ୍ତୋଲ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ମୃତ୍ୟୁ
ସମ୍ପାଦନାନିଶାମଣି ଖୁଣ୍ଟିଆ ୧୯୮୨ ମସିହାରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Nishamani Khuntia". odishaassembly.nic.in. Odisha Assembly. Retrieved 20 May 2022.