ନିଶାମଣି ଖୁଣ୍ଟିଆ

ଓଡ଼ିଆ ରାଜନେତା

ନିଶାମଣି ଖୁଣ୍ଟିଆ (ମୃତ୍ୟୁ: ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନିଶାମଣି ଖୁଣ୍ଟିଆ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀପ୍ରତାପ ଚନ୍ଦ୍ର ମହାନ୍ତି
ପର ଅଧିକାରୀପ୍ରତାପ ଚନ୍ଦ୍ର ମହାନ୍ତି
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀପ୍ରତାପ ଚନ୍ଦ୍ର ମହାନ୍ତି
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯୮୨
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଶାନ୍ତୁସୁଧା ଦେବୀ
ବାପା/ବୋଉମନ୍ଦାରଧର ଖୁଣ୍ଟିଆ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନିଶାମଣି ଖୁଣ୍ଟିଆଙ୍କ ବାପାଙ୍କ ନାମ ମନ୍ଦାରଧର ଖୁଣ୍ଟିଆ ଓ ପତ୍ନୀଙ୍କ ନାମ ଶାନ୍ତୁସୁଧା ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ନିଶାମଣି ଖୁଣ୍ଟିଆ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ତିର୍ତ୍ତୋଲ ପ୍ରଜା ସୋସିଆଲିଷ୍ଟ ପାର୍ଟି
୧୯୫୭ ୧୯୬୭ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ତିର୍ତ୍ତୋଲ ପ୍ରଜା ସୋସିଆଲିଷ୍ଟ ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ତିର୍ତ୍ତୋଲ ପ୍ରଜା ସୋସିଆଲିଷ୍ଟ ପାର୍ଟି

ମୃତ୍ୟୁ ସମ୍ପାଦନା

ନିଶାମଣି ଖୁଣ୍ଟିଆ ୧୯୮୨ ମସିହାରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Nishamani Khuntia". odishaassembly.nic.in. Odisha Assembly. Retrieved 20 May 2022.