ନିରଞ୍ଜନ ହେମ୍ବ୍ରମ

ଓଡ଼ିଆ ରାଜନୀତିଜ୍ଞ

ନିରଞ୍ଜନ ହେମ୍ବ୍ରମ (ଜନ୍ମ: ୨୩ ନଭେମ୍ବର ୧୯୩୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୁଣିଅଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନିରଞ୍ଜନ ହେମ୍ବ୍ରମ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ନିର୍ବାଚନ ମଣ୍ଡଳୀକୁଣିଅଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1932-11-23) ୨୩ ନଭେମ୍ବର ୧୯୩୨ (ବୟସ ୯୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀଡୁଲି ହେମ୍ବ୍ରମ
ବାପା/ବୋଉନିମାଇ ଚରଣ ହେମ୍ବ୍ରମ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନିରଞ୍ଜନ ହେମ୍ବ୍ରମ ୧୯୩୨ ମସିହାର ନଭେମ୍ବର ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିମାଇ ଚରଣ ହେମ୍ବ୍ରମ ଓ ପତ୍ନୀଙ୍କ ନାମ ଡୁଲି ହେମ୍ବ୍ରମ ।[୧]

ରାଜନୈତିକ ଜୀବନ ସମ୍ପାଦନା

ନିରଞ୍ଜନ ହେମ୍ବ୍ରମ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Niranjan Hembram". odishaassembly.nic.in. Odisha Assembly. Retrieved 18 September 2022.