ନିମୋଡିପାଇନ

ଏହା ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।

ନିମୋଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ନିମୋଟପ, ହେଉଛି, ଏକ ଔଷଧ ଯାହା ସବଆରାକନଏଡ ରକ୍ତସ୍ରାବ ଜନିତ ଭାସୋସ୍ପାଜ୍ମ ରୋକିବା ପାଇଁ ବ୍ୟବହୃତ ହୁଏ । [୩] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[୩] [୪] ଏହାର ପ୍ରଭାବ ତୁରନ୍ତ ଆରମ୍ଭ ହୋଇ ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୁଏ ।[୨]

ନିମୋଡିପାଇନ
Clinical data
Trade namesNimotop, Nymalize, others
AHFS/Drugs.commonograph
MedlinePlusa689010
data
Pregnancy
category
Routes of
administration
Intravenous, by mouth
Legal status
Legal status
Pharmacokinetic data
Bioavailability13% (by mouth)
Protein binding95%
MetabolismLiver
Onset of actionRapid[୨]
Elimination half-life8–9 hours
Duration of action4 hrs[୨]
ExcretionFeces and Urine
Identifiers
  • 3-(2-Methoxyethyl) 5-propan-2-yl 2,6-dimethyl-4-(3-nitrophenyl)-1,4-dihydropyridine-3,5-dicarboxylate
ECHA InfoCard100.060.096 Edit this at Wikidata
Chemical and physical data
FormulaC21H26N2O7
Molar mass୪୧୮.୪୫ g·mol−1
3D model (JSmol)
Melting point7 °C (45 °F)
  • O=C(OC(C)C)\C1=C(\N/C(=C(/C(=O)OCCOC)C1c2cccc([N+]([O-])=O)c2)C)C
  • InChI=1S/C21H26N2O7/c1-12(2)30-21(25)18-14(4)22-13(3)17(20(24)29-10-9-28-5)19(18)15-7-6-8-16(11-15)23(26)27/h6-8,11-12,19,22H,9-10H2,1-5H3 checkY
  • Key:UIAGMCDKSXEBJQ-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ, ଇଲିଅସ ବା ମନ୍ଥର ଅନ୍ତନଳୀ ଗତି ହୁଏ ଏବଂ ଥ୍ରମ୍ବୋସାଇଟୋପେନିଆ ବା କମ୍ ପ୍ଲାଲେଟ୍ ହୋଇପାରେ | [୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୫] ଏହା ଡିହାଇଡ୍ରୋପାଇରିଡାଇନ୍ ଶ୍ରେଣୀର ଏକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍[୩]

ନିମୋଡିପାଇନ୍ ୧୯୭୧ ମସିହାରେ ପ୍ୟାଟେଣ୍ଟ କରାଯାଇଥିଲା ଏବଂ ୧୯୮୫ରେ ଜର୍ମାନୀରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬] [୭] ୧୯୮୮ରେ ଏହା ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଜ୍ୟରେ ୩୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ପ୍ରାୟ ୪୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୭୦ ଡଲାର ଥିଲା ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ "Nimodipine Use During Pregnancy". Drugs.com. 15 March 2019. Archived from the original on September 21, 2021. Retrieved 11 April 2020.
  2. ୨.୦ ୨.୧ ୨.୨ Frishman, William H.; Cheng-Lai, Angela; Chen, Julie (29 June 2013). Current Cardiovascular Drugs (in ଇଂରାଜୀ). Springer Science & Business Media. p. 161. ISBN 978-1-4615-6767-7. Archived from the original on November 13, 2021. Retrieved November 13, 2021.
  3. ୩.୦ ୩.୧ ୩.୨ ୩.୩ ୩.୪ "Nimodipine Monograph for Professionals". Drugs.com (in ଇଂରାଜୀ). Archived from the original on September 21, 2021. Retrieved 13 November 2021.
  4. ୪.୦ ୪.୧ ୪.୨ BNF 81: March-September 2021. BMJ Group and the Pharmaceutical Press. 2021. p. 124. ISBN 978-0857114105.
  5. "Nimodipine Use During Pregnancy". Drugs.com (in ଇଂରାଜୀ). Archived from the original on September 21, 2021. Retrieved 13 November 2021.
  6. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 464. ISBN 9783527607495. Archived from the original on August 29, 2021. Retrieved October 15, 2021.
  7. Bayer AG of Germany (1971-04-10). "New molecular entity with antihypertensive properties" (Patent (Post-Approval)). UK Patent Office / EspaceNet Patent Search. British patent 1,358,951: Patent Office of the United Kingdom. p. GB1358951. Archived from the original on November 12, 2020. Retrieved 11 April 2019. Priority date: 1971-04-10 (...) Date issued: 1974-07-03{{cite web}}: CS1 maint: location (link)
  8. "Nimodipine Prices and Nimodipine Coupons - GoodRx". GoodRx. Retrieved 13 November 2021.