[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nalbari
City
Sunset at Nalbari
Sunset at Nalbari
Country India
StateAssam
RegionWestern Assam
DistrictNalbari
Government
 • BodyNalbari Municipality Board
Elevation
42 m (138 ft)
Population
 (2001)
 • Total୧୧,୪୮,୮୨୪
Languages
 • OfficialAssamese
Time zoneUTC+5:30 (IST)
PIN
781335
Telephone code03624
ଯାନବାହାନ ପଞ୍ଚୀକରଣAS-14-XXXX


ନାଲବରି ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଆସାମର ନଲ୍ୱରି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ନାଲବରି ୨୬.୬୫୬୭ ଉତ୍ତର ଅକ୍ଷାଂଶ ଓ ୯୧.୯୧୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଲବରି ସହରର ମୋଟ ଜନସଂଖ୍ୟା ୨୩୧୭୭ ଅଟେ ।[୨] ସେଥି ମଧ୍ୟରୁ ୫୨.୩୪% ଜଣ ପରୁଷ ହୋଇଥିବା ବେଳେ ୪୭.୬୬% ଜଣ ନାରୀ ଅଟନ୍ତି । ନାଲବରିର ସାକ୍ଷରତା ହାର ୭୯.୨୬% ଅଟେ । ଏହା ଜାତୀୟ ହାରଠାରୁ -୧୪.୪୨% ପ୍ରତିଶତ କମ ଅଟେ । ସେଥିରୁ ୪୩.୫୨% ପ୍ରତିଶତ ପୁରୁଷ ଓ ୩୫.୭୪% ନାରୀ ଅଟନ୍ତି । ୧୦.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ଅହମିଆ ନାଲବରିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା