ନାରୀ ନୁହେଁ ତୁ ଅର୍ଦ୍ଧନାରୀ

୨୦୨୩ ଓଡ଼ିଆ କଥାଚିତ୍ର

ନାରୀ ନୁହେଁ ତୁ ଅର୍ଦ୍ଧନାରୀ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ସମ୍ବିତ କୁମାର ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ପପୁ ବ୍ରହ୍ମା । ମାନସ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ନାରୀ ନୁହେଁ ତୁ ଅର୍ଦ୍ଧନାରୀ
ନିର୍ଦ୍ଦେଶକମାନସ ସାହୁ
ପ୍ରଯୋଜକସମ୍ବିତ କୁମାର ସାହୁ
ସଂଳାପପପୁ ବ୍ରହ୍ମା
ଚିତ୍ରନାଟ୍ୟମାନସ ସାହୁ
କାହାଣୀସମ୍ବିତ କୁମାର ସାହୁ
କଳାକାରସମ୍ବିତ କୁମାର
ଲକ୍ଷ୍ମୀପ୍ରିୟା
ରୋଶନ ନନ୍ଦ
ପାୟଲ
ହରିହର ମହାପାତ୍ର
ବିରେନ ମିଶ୍ର
ସଙ୍ଗୀତଶ୍ରୀନିବାସ ବିଶ୍ୱାଳ
ଚିତ୍ରଗ୍ରହଣଚତୁର୍ଭୁଜ ଦାସ
ମୁକ୍ତିଲାଭ ତାରିଖ
୨୪ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋଶନ ନନ୍ଦ, ଲକ୍ଷ୍ମୀପ୍ରିୟା ଓ ପାୟଲ ।[୪] ସମ୍ବିତ କୁମାର, ହରିହର ମହାପାତ୍ର, ବିରେନ ମିଶ୍ର, ସୁରେଶ ପଣ୍ଡା, ମିତା ଚକ୍ରବର୍ତ୍ତୀ, ମାନସ, ପିଣ୍ଟୁ, ବିଜୟ ପଣ୍ଡା, ସିପୁ, ପବନ, ଜିତୁ, ରାହୁଲ, ସନ୍ତୋଷ, ଗୁଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୨୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୫]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀନିବାସ ବିଶ୍ୱାଳ । ସୁଦୀପ, ଅନ୍ନପୂର୍ଣ୍ଣା, ଶ୍ରୀନିବାସ, ଅନୁମ ମହାନ୍ତି, ସୋନାଲି, କୁମାର ଲକି ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ ।[୫] ଟି. ସୌରୀ, ପ୍ରଜ୍ଞା, ଆର୍‌ଏସ୍ କୁମାର, ଅର୍ପିତା, ଜଗଦୀଶ, ନିରଞ୍ଜନ, କୃଷ୍ଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. Pradhan, Dharmendra (26 March 2023). "ହିନ୍ଦୀ ଫିଲ୍ମ ହାଉସଫୁଲ୍, ଓଡ଼ିଆ ସିନେମା ଫାଙ୍କା। ଓଡ଼ିଆ ସିନେମାକୁ ମିଳୁ ନାହାନ୍ତି ଦର୍ଶକ!". କନକ ନ୍ୟୁଜ୍. Archived from the original on 27 March 2023. Retrieved 27 March 2023. {{cite news}}: |archive-date= / |archive-url= timestamp mismatch; 26 ମାର୍ଚ୍ଚ 2023 suggested (help)
  2. "ଏପାଖେ ମୁକ୍ତିଲାଭ, ସେପାଖେ ମହୁରତ". Sambad. 19 August 2021. Archived from the original on 20 August 2021. Retrieved 28 March 2023.
  3. ୩.୦ ୩.୧ ୩.୨ "ମୁକ୍ତିଲାଭ କରୁଛି ତିନି ଓଡ଼ିଆ ସିନେମା". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 24 March 2023. p. 17. Archived from the original on 25 March 2023. Retrieved 25 March 2023.
  4. "ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ନାରୀ ନୁହେଁ ତୁ ଅର୍ଦ୍ଧନାରୀ". ETV Bharat News. କଟକ. 24 March 2023. Archived from the original on 28 March 2023. Retrieved 28 March 2023.
  5. ୫.୦ ୫.୧ ୫.୨ "ଆଜି ବଡ଼ ପରଦାରେ ମୁକ୍ତିଲାଭ କରୁଛି ତିନି ଓଡ଼ିଆ ସିନେମା, ବୃନ୍ଦାବନରେ ହେବ 'ନାରୀ ନୁହେଁ ତୁ ଅର୍ଦ୍ଧନାରୀ' ପ୍ରିମିୟର". PRAMEYA. ଭୁବନେଶ୍ୱର. 24 March 2023. Archived from the original on 28 March 2023. Retrieved 28 March 2023.

ବାହାର ଆଧାର ସମ୍ପାଦନା